ଖାଉଟିଙ୍କୁ ଝଟକା: ପୁଣି ବଢିଲା ଘରୋଇ ଓ କମର୍ସିଆଲ ଗ୍ଯାସ ଦର
ନୂଆଦିଲ୍ଲୀ: ଗୁରୁବାକ ସକାଳୁ ସାଧାରଣ ଲୋକଙ୍କ ଉପରେ ବୋଝ ବଢିଯାଇଛି। ଦେଶରେ ପୁଣି ବଢିଛି ଗ୍ୟାସ ସିଲିଣ୍ଡର ଦାମ୍ । ଉଭୟ ଘରୋଇ ଓ କମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ, ଘରୋଇ ଗ୍ୟାସ ଦର ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବା ବାଳେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ୮ ଟଙ୍କା ବଢିଛି । ଏହାପୂର୍ବରୁ, ମେ ୭ ତାରିଖରେ କମର୍ସିଆଲ ଏଲପିଜି ଦାମ୍ ୧୦ ଟଙ୍କା […]
ନୂଆଦିଲ୍ଲୀ: ଗୁରୁବାକ ସକାଳୁ ସାଧାରଣ ଲୋକଙ୍କ ଉପରେ ବୋଝ ବଢିଯାଇଛି। ଦେଶରେ ପୁଣି ବଢିଛି ଗ୍ୟାସ ସିଲିଣ୍ଡର ଦାମ୍ । ଉଭୟ ଘରୋଇ ଓ କମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି ।
ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'
ସୂଚନା ଅନୁଯାୟୀ, ଘରୋଇ ଗ୍ୟାସ ଦର ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବା ବାଳେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ୮ ଟଙ୍କା ବଢିଛି ।
ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍
ଏହାପୂର୍ବରୁ, ମେ ୭ ତାରିଖରେ କମର୍ସିଆଲ ଏଲପିଜି ଦାମ୍ ୧୦ ଟଙ୍କା କମିଥିଲା । କିନ୍ତୁ ୮ ତାରିଖରେ ଘରୋଇ ଗ୍ୟାସ୍ ଦାମ୍ ୫୦ ଟଙ୍କା ବଢିଥିଲା । ସେହିପରି ମେ ୧ ତାରିଖରେ ମଧ୍ୟ ଏଲପିଜି ଦାମ୍ ୧୦୨ ଟଙ୍କା ବୃଦ୍ଧି କରାଯାଇଥିଲା । ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଉପରେ ଏହି ଦାମ୍ ବୃଦ୍ଧି ହୋଇଥିଲା ।






