୭୦୦ ଫୁଟ ଗଭୀର ଘାଟିରେ ଖସିପଡ଼ିଲା ସେନା ଗାଡ଼ି, ୩ ଯବାନ ସହିଦ

The Sakala Picture
Published On

ଜମ୍ମୁ କାଶ୍ମୀର: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ସେନା ଟ୍ରକ ୭୦୦ ଫୁଟ ତଳକୁ ଖସିପଡ଼ିବାରୁ ତିନି ଜଣ ଯବାନ ସହିଦ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଟି ସକାଳ ୧୧:୩୦ ସମୟରେ ହୋଇଛି। ସେନା ଟ୍ରକ୍ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଜାତୀୟ ରାଜପଥ ୪୪ ଦେଇ ଗତି କରୁଥିଲା । ତେବେ କଶ୍ମୀରର ରାମବନ ଠାରେ ଗାଡ଼ିଟି ୭୦୦ ଫୁଟ୍ ତଳ ଖାଇକୁ ଖସିଯାଇଥିଲା । ଦୁର୍ଘଟଣାରେ ୩ଜଣ […]

ଜମ୍ମୁ କାଶ୍ମୀର: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ସେନା ଟ୍ରକ ୭୦୦ ଫୁଟ ତଳକୁ ଖସିପଡ଼ିବାରୁ ତିନି ଜଣ ଯବାନ ସହିଦ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଟି ସକାଳ ୧୧:୩୦ ସମୟରେ ହୋଇଛି। ସେନା ଟ୍ରକ୍ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଜାତୀୟ ରାଜପଥ ୪୪ ଦେଇ ଗତି କରୁଥିଲା । ତେବେ କଶ୍ମୀରର ରାମବନ ଠାରେ ଗାଡ଼ିଟି ୭୦୦ ଫୁଟ୍ ତଳ ଖାଇକୁ ଖସିଯାଇଥିଲା । ଦୁର୍ଘଟଣାରେ ୩ଜଣ ଯବାନ ସହିଦ ହୋଇଛନ୍ତି । ଏହି ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ କନଭୟର ଅଂଶ ଥିଲା।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର ହମୀରପୁରରେ ଭୁସୁଡ଼ିଲା ନିର୍ମାଣାଧୀନ ପୋଲ: ୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ

ଦୁର୍ଘଟଣା ପରେ, SDRF, ପୁଲିସ, ସେନା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବକମାନେ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏଥିରେ ଯାତ୍ରା କରୁଥିବା ତିନି ଜଣ ସୈନିକ ସହିଦ ହୋଇଥିଲେ। ସହିଦ ସୈନିକଙ୍କ ନାମ ଅମିତ କୁମାର, ସୁଜିତ କୁମାର ଏବଂ ମାନ ବାହାଦୁର। ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣା ଏତେ ଦୁଃଖଦ ଥିଲା ଯେ ଦୁର୍ଘଟଣା ପରେ ଗାଡ଼ିଟି ଲୁହା ଗଦାରେ ପରିଣତ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ଅମରତ୍ୱ ସନ୍ଧାନରେ ପୁଟିନ୍‌: ୧୫୦ ବର୍ଷ ବଞ୍ଚିବା ପାଇଁ ରୁଷର ୨୬ ବିଲିୟନ ଡଲାରର ମାଷ୍ଟର ପ୍ଲାନ୍‌

04 May 2025 By The Sakala

୭୦୦ ଫୁଟ ଗଭୀର ଘାଟିରେ ଖସିପଡ଼ିଲା ସେନା ଗାଡ଼ି, ୩ ଯବାନ ସହିଦ

ଜମ୍ମୁ କାଶ୍ମୀର: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ସେନା ଟ୍ରକ ୭୦୦ ଫୁଟ ତଳକୁ ଖସିପଡ଼ିବାରୁ ତିନି ଜଣ ଯବାନ ସହିଦ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଟି ସକାଳ ୧୧:୩୦ ସମୟରେ ହୋଇଛି। ସେନା ଟ୍ରକ୍ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଜାତୀୟ ରାଜପଥ ୪୪ ଦେଇ ଗତି କରୁଥିଲା । ତେବେ କଶ୍ମୀରର ରାମବନ ଠାରେ ଗାଡ଼ିଟି ୭୦୦ ଫୁଟ୍ ତଳ ଖାଇକୁ ଖସିଯାଇଥିଲା । ଦୁର୍ଘଟଣାରେ ୩ଜଣ ଯବାନ ସହିଦ ହୋଇଛନ୍ତି । ଏହି ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ କନଭୟର ଅଂଶ ଥିଲା।

ଦୁର୍ଘଟଣା ପରେ, SDRF, ପୁଲିସ, ସେନା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବକମାନେ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏଥିରେ ଯାତ୍ରା କରୁଥିବା ତିନି ଜଣ ସୈନିକ ସହିଦ ହୋଇଥିଲେ। ସହିଦ ସୈନିକଙ୍କ ନାମ ଅମିତ କୁମାର, ସୁଜିତ କୁମାର ଏବଂ ମାନ ବାହାଦୁର। ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣା ଏତେ ଦୁଃଖଦ ଥିଲା ଯେ ଦୁର୍ଘଟଣା ପରେ ଗାଡ଼ିଟି ଲୁହା ଗଦାରେ ପରିଣତ ହୋଇଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର