ଭାରତରେ କରୋନା ମୁକାବିଲା ପାଇଁ ଆଉ ୫ ଟିକାକୁ ମିଳିପାରେ ଅନୁମତି

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଟିକାକରଣ ମଧ୍ଯ ଚାଲିଛି। ଦେଶରେ କେତେକ ରାଜ୍ୟ କୋଭିଡ୍ ଟିକା ନିଅଣ୍ଟ ନେଇ ଅଭିଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି ନେଇ ପଦକ୍ଷେପ ନେଉଛନ୍ତି । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ଆଉ ୫ ଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା ମିଳିବାର ସମ୍ଭାବନା ଦେଖାଦେଇଛି । ଭାରତ ବର୍ତ୍ତମାନ ୨ ଟି କୋଭିଡ ଟିକାକୁ ମଞ୍ଜୁରୀ ଦେଇଛି […]

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଟିକାକରଣ ମଧ୍ଯ ଚାଲିଛି। ଦେଶରେ କେତେକ ରାଜ୍ୟ କୋଭିଡ୍ ଟିକା ନିଅଣ୍ଟ ନେଇ ଅଭିଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି ନେଇ ପଦକ୍ଷେପ ନେଉଛନ୍ତି । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ଆଉ ୫ ଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା ମିଳିବାର ସମ୍ଭାବନା ଦେଖାଦେଇଛି । ଭାରତ ବର୍ତ୍ତମାନ ୨ ଟି କୋଭିଡ ଟିକାକୁ ମଞ୍ଜୁରୀ ଦେଇଛି । ଯାହା ମଧ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ରହିଛି ।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ହେଲେ ଚଳିତ ବର୍ଷ ଶେଷ ପୂର୍ବରୁ ଭାରତକୁ ଆଉ ୫ ଟି କୋଭିଡ୍-୧୯ ଟିକା ମିଳିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ରହିଛି ସ୍ପୁଟନିକ୍ ଭି,  ଜନସନ ଆଣ୍ଡ ଜନସନ, ନୋବାଭ୍ୟାକ୍ସ ଭ୍ୟାକ୍ସିନ୍ , ଜାଇଡସ କାଡିଲା ଭ୍ୟାକ୍ସିନ ଓ ଭାରତ ବାୟୋଟେକର ଇଟ୍ରାନସଲ ଭ୍ୟାକ୍ସିନ୍ ।

ଆହୁରି ପଢ଼ନ୍ତୁ: ହୁଥିଙ୍କ କବଜାରେ ମୋଚା ବନ୍ଦର: ବିଶ୍ୱ ତୈଳ ବଜାର ଓ ନୌବାଣିଜ୍ୟ ପାଇଁ ବଢ଼ିଲା ବିପଦ

ସୂତ୍ରର ସୂଚନା ମୁତାବକ, ସ୍ପୁଟନିକ୍ ଭି ଟିକାକୁ ଆସନ୍ତା ୧୦ ଦିନ ମଧ୍ୟରେ ଭାରତ ସରକାର ଅନୁମତି ଦେଇପାରନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ 'ବୈବାହିକ ଦୁଷ୍କର୍ମ'କୁ ନେଇ ଶୁଣାଣି: କାହିଁକି ଏହା ଏକ ଆଇନଗତ ବିବାଦ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର