ତୁଳସୀ ସ୍ଥାପନା ସମ୍ପର୍କରେ ଶୁଭ-ଅଶୁଭ

The Sakala Picture
Published On

ସନାତନ ସଂସ୍କୃତିରେ ତୁଳସୀ ପୂଜନର ମହତ୍ତ୍ବ ଅନେକ। ପ୍ରତ୍ୟେକ ଘର ଅଗଣାରେ ତୁଳସୀ ଗଛ ରହିଛି। ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ତୁଳସୀ ପୂଜା କରିବାର ବିଧି ରହିଛି। ତେବେ ତୁଳସୀଗଛ କିମ୍ବା ତୁଳସୀ ଚଉରାକୁ କେଉଁଠି ଓ କେମିତି ସ୍ଥାପନା କରାଯିବ, ସେ ସମ୍ପର୍କରେ ଅନେକ ନିୟମ ରହିଛି। ଏଥିରେ ବ୍ୟତିକ୍ରମ ଘଟିଲେ ଅଶୁଭ ପରିମାଣ ମିଳିଥାଏ। ତେବେ କେଉଁ କେଉଁ ସ୍ଥାନରେ ତୁଳସୀ ଗଛ ସ୍ଥାପନା କରାଯିବା ପାଇଁ ବାରଣ ରହିଛି … – […]

ସନାତନ ସଂସ୍କୃତିରେ ତୁଳସୀ ପୂଜନର ମହତ୍ତ୍ବ ଅନେକ। ପ୍ରତ୍ୟେକ ଘର ଅଗଣାରେ ତୁଳସୀ ଗଛ ରହିଛି। ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ତୁଳସୀ ପୂଜା କରିବାର ବିଧି ରହିଛି। ତେବେ ତୁଳସୀଗଛ କିମ୍ବା ତୁଳସୀ ଚଉରାକୁ କେଉଁଠି ଓ କେମିତି ସ୍ଥାପନା କରାଯିବ, ସେ ସମ୍ପର୍କରେ ଅନେକ ନିୟମ ରହିଛି। ଏଥିରେ ବ୍ୟତିକ୍ରମ ଘଟିଲେ ଅଶୁଭ ପରିମାଣ ମିଳିଥାଏ। ତେବେ କେଉଁ କେଉଁ ସ୍ଥାନରେ ତୁଳସୀ ଗଛ ସ୍ଥାପନା କରାଯିବା ପାଇଁ ବାରଣ ରହିଛି …

ଆହୁରି ପଢ଼ନ୍ତୁ: ଘରେ କେଉଁ ଦିଗରେ ଲଗାଇବେ ତୁଳସୀ ଗଛ? ଜାଣନ୍ତୁ ସୁଖ, ସମୃଦ୍ଧି ପାଇଁ ସଠିକ୍ ନିୟମ

ଜାତକରେ ବୁଧ ଗ୍ରହ ଖରାପଥିଲେ ଛାତ ଉପରେ ତୁଳସୀ ଗଛ ରଖନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: ଘରେ ସୁଖ-ସମୃଦ୍ଧି ପାଇଁ କେଉଁ ଦିଗରେ ଲଗାଇବେ କାନ୍ଥ ଘଣ୍ଟା? ଜାଣନ୍ତୁ ସଠିକ୍ ନିୟମ

-ଦକ୍ଷିଣ ଦିଗରେ ତୁଳସୀଗଛ ଲଗାଇବା ଉଚିତ ନୁହେଁ।

-ତୁଳସୀ ଗଛ ନିକଟରେ ଅନ୍ୟ କୌଣସି ଗଛ କିମ୍ବା ଲତାଜାତୀୟ ଗଛ ଲଗାଇବା ଉଚିତ ନୁହେଁ।

-ଘର ଅଗଣାରେ ତୁଳସୀ ଗଛଥିଲେ, ସେଠାରେ ଜୋତା, ଚପଲ ଓ ଛାଞ୍ଚୁଣି ଆଦି ରଖନ୍ତୁ ନାହିଁ।

-ତୁଳସୀ ଗଛକୁ ରାତିରେ ପାଣି ଦିଅନ୍ତୁ ନାହିଁ।

ଯଦି ବାଲ୍‌କୋନିରେ ତୁଳସୀ ଗଛ ରଖିଛନ୍ତି, ତେବେ ସେଠାରେ କେଶ କୁଣ୍ଡାନ୍ତୁ ନାହିଁ। ତୁଳସୀ ଗଛ ଉପରେ କେଶ ଉଡ଼ି ପଡ଼ିବା ଅଶୁଭ ହୋଇଥାଏ।

22 Mar 2021 By The Sakala

ତୁଳସୀ ସ୍ଥାପନା ସମ୍ପର୍କରେ ଶୁଭ-ଅଶୁଭ

ସନାତନ ସଂସ୍କୃତିରେ ତୁଳସୀ ପୂଜନର ମହତ୍ତ୍ବ ଅନେକ। ପ୍ରତ୍ୟେକ ଘର ଅଗଣାରେ ତୁଳସୀ ଗଛ ରହିଛି। ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ତୁଳସୀ ପୂଜା କରିବାର ବିଧି ରହିଛି। ତେବେ ତୁଳସୀଗଛ କିମ୍ବା ତୁଳସୀ ଚଉରାକୁ କେଉଁଠି ଓ କେମିତି ସ୍ଥାପନା କରାଯିବ, ସେ ସମ୍ପର୍କରେ ଅନେକ ନିୟମ ରହିଛି। ଏଥିରେ ବ୍ୟତିକ୍ରମ ଘଟିଲେ ଅଶୁଭ ପରିମାଣ ମିଳିଥାଏ। ତେବେ କେଉଁ କେଉଁ ସ୍ଥାନରେ ତୁଳସୀ ଗଛ ସ୍ଥାପନା କରାଯିବା ପାଇଁ ବାରଣ ରହିଛି …

ଜାତକରେ ବୁଧ ଗ୍ରହ ଖରାପଥିଲେ ଛାତ ଉପରେ ତୁଳସୀ ଗଛ ରଖନ୍ତୁ ନାହିଁ।

-ଦକ୍ଷିଣ ଦିଗରେ ତୁଳସୀଗଛ ଲଗାଇବା ଉଚିତ ନୁହେଁ।

-ତୁଳସୀ ଗଛ ନିକଟରେ ଅନ୍ୟ କୌଣସି ଗଛ କିମ୍ବା ଲତାଜାତୀୟ ଗଛ ଲଗାଇବା ଉଚିତ ନୁହେଁ।

-ଘର ଅଗଣାରେ ତୁଳସୀ ଗଛଥିଲେ, ସେଠାରେ ଜୋତା, ଚପଲ ଓ ଛାଞ୍ଚୁଣି ଆଦି ରଖନ୍ତୁ ନାହିଁ।

-ତୁଳସୀ ଗଛକୁ ରାତିରେ ପାଣି ଦିଅନ୍ତୁ ନାହିଁ।

ଯଦି ବାଲ୍‌କୋନିରେ ତୁଳସୀ ଗଛ ରଖିଛନ୍ତି, ତେବେ ସେଠାରେ କେଶ କୁଣ୍ଡାନ୍ତୁ ନାହିଁ। ତୁଳସୀ ଗଛ ଉପରେ କେଶ ଉଡ଼ି ପଡ଼ିବା ଅଶୁଭ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp