ଜାଣନ୍ତୁ କେଉଁ ବାର ପାଇଁ କେଉଁ ପ୍ରକାର ତିଳକ କରିବେ

The Sakala Picture
Published On

ଧାର୍ମିକ ମାନ୍ୟତାନୁସାରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ। ସେହିପରି ପ୍ରତ୍ୟେକ ଦିନ ତିଳକ ବା ଟିକା ଲଗାଇବାର ତରିକା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ କେଉଁ ବାରରେ କିଭଳି ତିଳକ ଲଗାଇବା ଶୁଭ, ଜାଣିବା ସେ ସମ୍ପର୍କରେ। – ସୋମବାର ରକ୍ତ ଚନ୍ଦନ, ବିଭୂତି ଓ ଭସ୍ମ ତିଳକ ଲଗାଇଲେ ମହାଦେବଙ୍କ କୃପା ପ୍ରାପ୍ତ ହୁଏ। – ମଙ୍ଗଳବାର ରକ୍ତ ଚନ୍ଦନରେ ସିନ୍ଦୂର ମିଶାଇ ଲଗାଇଲେ ସମସ୍ତ ସଙ୍କଟ ଦୂର […]

ଧାର୍ମିକ ମାନ୍ୟତାନୁସାରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ। ସେହିପରି ପ୍ରତ୍ୟେକ ଦିନ ତିଳକ ବା ଟିକା ଲଗାଇବାର ତରିକା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ କେଉଁ ବାରରେ କିଭଳି ତିଳକ ଲଗାଇବା ଶୁଭ, ଜାଣିବା ସେ ସମ୍ପର୍କରେ।

ଆହୁରି ପଢ଼ନ୍ତୁ: ଘରେ କେଉଁ ଦିଗରେ ଲଗାଇବେ ତୁଳସୀ ଗଛ? ଜାଣନ୍ତୁ ସୁଖ, ସମୃଦ୍ଧି ପାଇଁ ସଠିକ୍ ନିୟମ

– ସୋମବାର ରକ୍ତ ଚନ୍ଦନ, ବିଭୂତି ଓ ଭସ୍ମ ତିଳକ ଲଗାଇଲେ ମହାଦେବଙ୍କ କୃପା ପ୍ରାପ୍ତ ହୁଏ।
– ମଙ୍ଗଳବାର ରକ୍ତ ଚନ୍ଦନରେ ସିନ୍ଦୂର ମିଶାଇ ଲଗାଇଲେ ସମସ୍ତ ସଙ୍କଟ ଦୂର ହୁଏ।
– ବୁଧବାର ଶୁଖୀଲା ସିନ୍ଦୂରରେ ତିଳକ କରିବା ଉଚିତ।
– ଗୁରୁବାର ଶ୍ବେତ ଚନ୍ଦନରେ କେଶର ମିଶାଇ ମୁଣ୍ଡରେ ଲଗାଇଲେ ଶୁଭଫଳ ମିଳିଥାଏ।
– ଶୁକ୍ରବାର ରକ୍ତ ଚନ୍ଦନ ତିଳକ ଲଗାଇବା ଶୁଭଦାୟକ।
– ଶନିବାର ବିଭୂତି, ଭସ୍ମ ଓ ଲାଲ ଚନ୍ଦନ ଲଗାଇବା ଶୁଭ।
– ରବିବାର ସିନ୍ଦୂର ସହ ଚାଉଳ ମିଶାଇ ଲଗାଇବା ଉତ୍ତମ।

27 Nov 2023 By The Sakala

ଜାଣନ୍ତୁ କେଉଁ ବାର ପାଇଁ କେଉଁ ପ୍ରକାର ତିଳକ କରିବେ

ଧାର୍ମିକ ମାନ୍ୟତାନୁସାରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ। ସେହିପରି ପ୍ରତ୍ୟେକ ଦିନ ତିଳକ ବା ଟିକା ଲଗାଇବାର ତରିକା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ କେଉଁ ବାରରେ କିଭଳି ତିଳକ ଲଗାଇବା ଶୁଭ, ଜାଣିବା ସେ ସମ୍ପର୍କରେ।

– ସୋମବାର ରକ୍ତ ଚନ୍ଦନ, ବିଭୂତି ଓ ଭସ୍ମ ତିଳକ ଲଗାଇଲେ ମହାଦେବଙ୍କ କୃପା ପ୍ରାପ୍ତ ହୁଏ।
– ମଙ୍ଗଳବାର ରକ୍ତ ଚନ୍ଦନରେ ସିନ୍ଦୂର ମିଶାଇ ଲଗାଇଲେ ସମସ୍ତ ସଙ୍କଟ ଦୂର ହୁଏ।
– ବୁଧବାର ଶୁଖୀଲା ସିନ୍ଦୂରରେ ତିଳକ କରିବା ଉଚିତ।
– ଗୁରୁବାର ଶ୍ବେତ ଚନ୍ଦନରେ କେଶର ମିଶାଇ ମୁଣ୍ଡରେ ଲଗାଇଲେ ଶୁଭଫଳ ମିଳିଥାଏ।
– ଶୁକ୍ରବାର ରକ୍ତ ଚନ୍ଦନ ତିଳକ ଲଗାଇବା ଶୁଭଦାୟକ।
– ଶନିବାର ବିଭୂତି, ଭସ୍ମ ଓ ଲାଲ ଚନ୍ଦନ ଲଗାଇବା ଶୁଭ।
– ରବିବାର ସିନ୍ଦୂର ସହ ଚାଉଳ ମିଶାଇ ଲଗାଇବା ଉତ୍ତମ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp