ରୋଷେଇ ଘରେ ଏହିସବୁ ଜିନିଷର ଅଭାବ ପରିବାରରେ ଆଣିଥାଏ ଘୋର ଆର୍ଥିକ ସଙ୍କଟ….
ସୁଖସମୃଦ୍ଧିର ସମ୍ପର୍କ ରୋଷେଇ ଘର ସହିତ ଅଛି । ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ବାସ କରନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ କିଛି ନିର୍ଦ୍ଦିଷ୍ଟ ଜିନିଷ କେବେ ଖାଲି ହେବା ଉଚିତ୍ ନୁହେଁ । କାରଣ ଏହାଦ୍ବାରା ମା’ ଅନ୍ନପୂର୍ଣ୍ଣାଙ୍କ କୋପଦୃଷ୍ଟି ପଡ଼େ ଏବଂ ଘରେ ଆର୍ଥିକ ସଙ୍କଟ ଦେଖାଯାଏ । ତେବେ ରୋଷେଇ ଘରର ସେସବୁ ଜିନିଷ ହେଉଛି – ପ୍ରଥମ ଜିନିଷ ହେଉଛି ଅଟା । ରୋଷେଇ […]
ସୁଖସମୃଦ୍ଧିର ସମ୍ପର୍କ ରୋଷେଇ ଘର ସହିତ ଅଛି । ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ବାସ କରନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ କିଛି ନିର୍ଦ୍ଦିଷ୍ଟ ଜିନିଷ କେବେ ଖାଲି ହେବା ଉଚିତ୍ ନୁହେଁ । କାରଣ ଏହାଦ୍ବାରା ମା’ ଅନ୍ନପୂର୍ଣ୍ଣାଙ୍କ କୋପଦୃଷ୍ଟି ପଡ଼େ ଏବଂ ଘରେ ଆର୍ଥିକ ସଙ୍କଟ ଦେଖାଯାଏ । ତେବେ ରୋଷେଇ ଘରର ସେସବୁ ଜିନିଷ ହେଉଛି –
-
ପ୍ରଥମ ଜିନିଷ ହେଉଛି ଅଟା । ରୋଷେଇ ଘରେ କେବେ ମଧ୍ୟ ଅଟା ଡବା ଖାଲି ରଖନ୍ତୁ ନାହିଁ । ଅଟା ଡବା ଖାଲି ରହିଲେ ମାନସମ୍ମାନ ହାନି ହୋଇଥାଏ ବୋଲି କୁହାଯାଏ ।
-
ରୋଷେଇଠାରୁ ଆରମ୍ଭ କରି ପ୍ରତ୍ୟେକ ଶୁଭ କାମରେ ବ୍ୟବହାର ହେଉଥିବା ହଳଦୀକୁ ମଧ୍ୟ ରୋଷେଇ ଘରୁ କେବେ ସରିବାକୁ ଦିଅନ୍ତୁ ନାହିଁ । ଏହା ଦ୍ବାରା ଗୁରୁ ଦୋଷ ଲାଗିଥାଏ, ସୁଖସମୃଦ୍ଧି ବୃଦ୍ଧି ହୁଏ ନାହିଁ ଏବଂ ଶୁଭକାର୍ଯ୍ୟରେ ବିଳମ୍ବ ହୋଇଥାଏ।
-
ଚାଉଳ ସହିତ ଶୁକ୍ର ଗ୍ରହର ସମ୍ପର୍କ ଅଛି । ଶୁକ୍ର ହେଉଛି ଭୌତିକ ସୁଖର କାରକ । ତେଣୁ ରୋଷେଇଘରୁ ଚାଉଳଡବାକୁ ସମ୍ପୂର୍ଣ୍ଣ ଖାଲି କରନ୍ତୁ ନାହିଁ ।
-
ରୋଷେଇଘରେ ଲୁଣର ଅଭାବ ମଧ୍ୟ ଆର୍ଥିକ ସଙ୍କଟର କାରଣ ହୋଇଥାଏ | ତେଣୁ କେବେ ମଧ୍ୟ ଲୁଣଡବାକୁ ଖାଲି କରନ୍ତୁ ନାହିଁ ।
16 Nov 2021
By The Sakala

https://www.thesakala.in/lifestyle/lack-of-all-these-things-in-the-kitchen-can-lead-to-a-serious-financial-crisis-in-the-family/article-6902