ସୁଖନିଦ୍ରା ପାଇଁ କ’ଣ ରହିଛି ପେଙ୍ଗସୁଇ ଟିପ୍ପ, ଆସନ୍ତୁ ଜାଣିବା….

The Sakala Picture
Published On

ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ବାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ ହେଉଛି – ♦ ପେଙ୍ଗସୁଇ ଅନୁଯାୟୀ, ଶୟନକକ୍ଷରେ ବିଦ୍ୟୁତ୍ ଉପକରଣ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହାକି ଅନିଦ୍ରାର ଏକ ପ୍ରମୁଖ କାରଣ ♦ ସକାରାତ୍ମକ ଶକ୍ତି […]

ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ବାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ ହେଉଛି –

ଆହୁରି ପଢ଼ନ୍ତୁ: ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ

♦ ପେଙ୍ଗସୁଇ ଅନୁଯାୟୀ, ଶୟନକକ୍ଷରେ ବିଦ୍ୟୁତ୍ ଉପକରଣ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହାକି ଅନିଦ୍ରାର ଏକ ପ୍ରମୁଖ କାରଣ

ଆହୁରି ପଢ଼ନ୍ତୁ: ହୃଦରୋଗୀଙ୍କ ପାଇଁ କେଉଁ ଶୋଇବା ସ୍ଥିତି ସବୁଠାରୁ ଭଲ? ଜାଣନ୍ତୁ କ'ଣ କରିବେ ଏବଂ କ'ଣ ନୁହେଁ

♦ ସକାରାତ୍ମକ ଶକ୍ତି ଓ ସୁଖନିଦ୍ରା ପାଇଁ ଶୟନକକ୍ଷରେ ଲାଫିଙ୍ଗ୍ ବୁଦ୍ଧଙ୍କ ଏକ ମୂର୍ତ୍ତି ରଖନ୍ତୁ । ଏହା ମନକୁ ଶାନ୍ତ ରଖିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ ।

ଆହୁରି ପଢ଼ନ୍ତୁ: ବାର୍ଦ୍ଧକ୍ୟ ନୁହେଁ, ବରଂ ୩୦ ବର୍ଷ ବୟସରୁ ଆରମ୍ଭ ହୁଏ ମାଂସପେଶୀ କ୍ଷୟ: ଜାଣନ୍ତୁ କିପରି ରଖିବେ ନିଜକୁ ସୁସ୍ଥ

♦ ଶୟନ କକ୍ଷର ରଙ୍ଗ ମଧ୍ୟ ନିଦକୁ ପ୍ରଭାବିତ କରିଥାଏ । ଶୟନ କକ୍ଷର କାନ୍ଥର ରଙ୍ଗ ହାଲ୍‌କା ରହିବା ସହ ବେଡ଼ସିଟ୍‌ର ରଙ୍ଗ ଗାଢ଼ ହେବା ଉଚିତ | ଲାଲ୍ ଓ ଗୋଲାପି ରଙ୍ଗର ବେଡସିଟ୍ ସୁନିଦ୍ରା ପାଇଁ ଭଲ ହୋଇଥାଏ।

♦ ଅତ୍ୟଧିକ ଉଜ୍ଜ୍ୱଳ ଆଲୋକରେ ଶୋଇବା ଦ୍ବାରା ନିଦରେ ବାଧା ଆସିଥାଏ। ତେଣୁ ଶୟନ କନ୍ଧରେ ଜିରୋ ପାୱାର ଲାଇଟ୍‌ର ପ୍ରୟୋଗ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp