ବିଜୟୀ ପ୍ରାର୍ଥୀ ନିଜ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କ ସହ ରହି କାମ କରନ୍ତୁ: ବିଜେଡି ସୁପ୍ରିମୋ

The Sakala Picture
Published On

ଭୁବନେଶ୍ବର: ଶେଷ ହୋଇଛି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ଅପରାହ୍ନରେ ନବୀନ ନୀବାସ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଦଳର ସମସ୍ତ ନବ ନିର୍ବାଚିତ ବିଧାୟକ। ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସବୁ ନବ ନିର୍ବାଚିତ ବିଧାୟକଙ୍କ ସହ ନବୀନ ୱାନ ଟୁ ୱାନ ଆଲୋଚନା କରିଥିବା ଜଣାପଡିଛି। ତେବେ ଜନମତକୁ ସମର୍ଥନ ଜଣାଇବା ସହ ନିଷ୍ଠାପର ସହ ପୂର୍ବ ଭଳି ନିଜନିଜ ଅଞ୍ଚଳବାସୀଙ୍କ ସହ ରାଜ୍ୟବାସୀଙ୍କ ସେବା […]

ଭୁବନେଶ୍ବର: ଶେଷ ହୋଇଛି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ଅପରାହ୍ନରେ ନବୀନ ନୀବାସ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଦଳର ସମସ୍ତ ନବ ନିର୍ବାଚିତ ବିଧାୟକ। ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସବୁ ନବ ନିର୍ବାଚିତ ବିଧାୟକଙ୍କ ସହ ନବୀନ ୱାନ ଟୁ ୱାନ ଆଲୋଚନା କରିଥିବା ଜଣାପଡିଛି। ତେବେ ଜନମତକୁ ସମର୍ଥନ ଜଣାଇବା ସହ ନିଷ୍ଠାପର ସହ ପୂର୍ବ ଭଳି ନିଜନିଜ ଅଞ୍ଚଳବାସୀଙ୍କ ସହ ରାଜ୍ୟବାସୀଙ୍କ ସେବା କରିବା ପାଇଁ ଦଳର ସବୁ ନିର୍ବାଚିତ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ।

ଆହୁରି ପଢ଼ନ୍ତୁ: ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ଅସ୍ପଷ୍ଟ

ନବୀନ ନିବାସରେ ଆୟୋଜିତ ବୈଠକରେ ଗଣେଶ୍ୱର ବେହେରା, ସତେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରାଙ୍କ ସମେତ ଅନ୍ୟମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦର କରୁଣ ପରିଣତି: ବିଷ ପିଇ ଜୀବନ ହାରିଲେ ସିଆରପିଏଫ୍ ଯବାନ

05 Jun 2024 By The Sakala

ବିଜୟୀ ପ୍ରାର୍ଥୀ ନିଜ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କ ସହ ରହି କାମ କରନ୍ତୁ: ବିଜେଡି ସୁପ୍ରିମୋ

ଭୁବନେଶ୍ବର: ଶେଷ ହୋଇଛି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ଅପରାହ୍ନରେ ନବୀନ ନୀବାସ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଦଳର ସମସ୍ତ ନବ ନିର୍ବାଚିତ ବିଧାୟକ। ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସବୁ ନବ ନିର୍ବାଚିତ ବିଧାୟକଙ୍କ ସହ ନବୀନ ୱାନ ଟୁ ୱାନ ଆଲୋଚନା କରିଥିବା ଜଣାପଡିଛି। ତେବେ ଜନମତକୁ ସମର୍ଥନ ଜଣାଇବା ସହ ନିଷ୍ଠାପର ସହ ପୂର୍ବ ଭଳି ନିଜନିଜ ଅଞ୍ଚଳବାସୀଙ୍କ ସହ ରାଜ୍ୟବାସୀଙ୍କ ସେବା କରିବା ପାଇଁ ଦଳର ସବୁ ନିର୍ବାଚିତ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ।

ନବୀନ ନିବାସରେ ଆୟୋଜିତ ବୈଠକରେ ଗଣେଶ୍ୱର ବେହେରା, ସତେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରାଙ୍କ ସମେତ ଅନ୍ୟମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର