ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

The Sakala Picture
Published On

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ବାଣିଗୋଚ୍ଛା ଥାନା ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ପ୍ରାଣବାୟୁ ଉଡ଼ି ଯାଇଛି । ବାଣିଗୋଚ୍ଛା ଥାନା ଚଡ଼େୟାପଲ୍ଲୀ ପଞ୍ଚାୟତ ବାମ ଗ୍ରାମର ରାଧାମୋହନ ନାଏକ ଏବଂ ତାଙ୍କ ପତ୍ନୀ ସତ୍ୟଭାମା ନାଏକ ଆଜି ଜାଳକାଠ ପାଇଁ ଜଙ୍ଗଲକୁ ଯାଇଥିଲେ । ମାତ୍ର କୈାଣସି କାରଣକୁ ନେଇ ସ୍ୱାମୀଙ୍କ ଟାଙ୍ଗିଆ ଚୋଟରେ ସତ୍ୟଭାମାଙ୍କ ମୃତ୍ୟୁ ଘଟିଛି । ଖବରପାଇ ବାଣିଗୋଚ୍ଛା ଥାନା ଅଧିକାରୀ […]

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ବାଣିଗୋଚ୍ଛା ଥାନା ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ପ୍ରାଣବାୟୁ ଉଡ଼ି ଯାଇଛି । ବାଣିଗୋଚ୍ଛା ଥାନା ଚଡ଼େୟାପଲ୍ଲୀ ପଞ୍ଚାୟତ ବାମ ଗ୍ରାମର ରାଧାମୋହନ ନାଏକ ଏବଂ ତାଙ୍କ ପତ୍ନୀ ସତ୍ୟଭାମା ନାଏକ ଆଜି ଜାଳକାଠ ପାଇଁ ଜଙ୍ଗଲକୁ ଯାଇଥିଲେ । ମାତ୍ର କୈାଣସି କାରଣକୁ ନେଇ ସ୍ୱାମୀଙ୍କ ଟାଙ୍ଗିଆ ଚୋଟରେ ସତ୍ୟଭାମାଙ୍କ ମୃତ୍ୟୁ ଘଟିଛି । ଖବରପାଇ ବାଣିଗୋଚ୍ଛା ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର