ଶିକ୍ଷା ମନ୍ତ୍ରଣାଳୟରବଡ଼ ନିଷ୍ପତ୍ତି, ଆଜୀବନ ଯାଏଁ କାମ ଦେବ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ର

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପ୍ରମାଣପତ୍ରର ବୈଧତା ଅବଧି ସାତ ବର୍ଷରୁ ଆଜୀବନ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ଏହି ନିଷ୍ପତ୍ତି କାର୍ଯ୍ଯକାରୀ କରାଯାଇଛି। ଯେଉଁ ମାନଙ୍କର ଶିକ୍ଷାପ୍ରମାଣ ପତ୍ରର ବୈଧତା ଏହି ବର୍ଷ ଶେଷ ହୋଇସାରିଛି ସେମାନେ ମଧ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ମଧ୍ୟ ଯୋଗ୍ୟ ହେବେ। (2/2) Respective […]

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପ୍ରମାଣପତ୍ରର ବୈଧତା ଅବଧି ସାତ ବର୍ଷରୁ ଆଜୀବନ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ଏହି ନିଷ୍ପତ୍ତି କାର୍ଯ୍ଯକାରୀ କରାଯାଇଛି। ଯେଉଁ ମାନଙ୍କର ଶିକ୍ଷାପ୍ରମାଣ ପତ୍ରର ବୈଧତା ଏହି ବର୍ଷ ଶେଷ ହୋଇସାରିଛି ସେମାନେ ମଧ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ମଧ୍ୟ ଯୋଗ୍ୟ ହେବେ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ, ଯେଉଁ ପ୍ରାର୍ଥୀଙ୍କୁ ସାତ ବର୍ଷର ଅବଧି ସମାପ୍ତ ହୋଇସାରିଛି ତାଜା TET ସାର୍ଟିଫିକେଟ୍ ପ୍ରଦାନ / ପ୍ରଦାନ ପାଇଁ ସମ୍ପୃକ୍ତ ରାଜ୍ୟ ଗୁଡିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

03 Jun 2021 By The Sakala

ଶିକ୍ଷା ମନ୍ତ୍ରଣାଳୟରବଡ଼ ନିଷ୍ପତ୍ତି, ଆଜୀବନ ଯାଏଁ କାମ ଦେବ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ର

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପ୍ରମାଣପତ୍ରର ବୈଧତା ଅବଧି ସାତ ବର୍ଷରୁ ଆଜୀବନ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ଏହି ନିଷ୍ପତ୍ତି କାର୍ଯ୍ଯକାରୀ କରାଯାଇଛି। ଯେଉଁ ମାନଙ୍କର ଶିକ୍ଷାପ୍ରମାଣ ପତ୍ରର ବୈଧତା ଏହି ବର୍ଷ ଶେଷ ହୋଇସାରିଛି ସେମାନେ ମଧ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ମଧ୍ୟ ଯୋଗ୍ୟ ହେବେ।

ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ, ଯେଉଁ ପ୍ରାର୍ଥୀଙ୍କୁ ସାତ ବର୍ଷର ଅବଧି ସମାପ୍ତ ହୋଇସାରିଛି ତାଜା TET ସାର୍ଟିଫିକେଟ୍ ପ୍ରଦାନ / ପ୍ରଦାନ ପାଇଁ ସମ୍ପୃକ୍ତ ରାଜ୍ୟ ଗୁଡିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର