ଅଗଷ୍ଟ ୧୬ରୁ କ୍ଲାସରୁମ୍‌ରେ ଆରମ୍ଭ ହେବ ୟୁଜି ଓ ପିଜି ପାଠପଢ଼ା

The Sakala Picture
Published On

ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି ଓ ପିଜି ପାଠପଢ଼ା। ପ୍ରଥମ ବର୍ଷର ପିଜି ଏବଂ ୟୁଜିର ପ୍ରି-ଫାଇନାଲ ବର୍ଷର ପାଠପଢ଼ା କ୍ଲାସ୍ ରୁମ୍‌ରେ ଚାଲିବ। ତେବେ ୟୁଜି ଓ ପିଜି ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍‌ରେ ପରୀକ୍ଷା ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଖୋଲିବ। ଏନେଇ ଟ୍ଵିଟ୍ କରି ସୂଚନା ଦେଇଛି ଉଚ୍ଚ ଶିକ୍ଷା ବିଭାଗ। Universities and Colleges (under Higher Education Dept) will open for physical […]

ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି ଓ ପିଜି ପାଠପଢ଼ା। ପ୍ରଥମ ବର୍ଷର ପିଜି ଏବଂ ୟୁଜିର ପ୍ରି-ଫାଇନାଲ ବର୍ଷର ପାଠପଢ଼ା କ୍ଲାସ୍ ରୁମ୍‌ରେ ଚାଲିବ। ତେବେ ୟୁଜି ଓ ପିଜି ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍‌ରେ ପରୀକ୍ଷା ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଖୋଲିବ। ଏନେଇ ଟ୍ଵିଟ୍ କରି ସୂଚନା ଦେଇଛି ଉଚ୍ଚ ଶିକ୍ଷା ବିଭାଗ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସୂଚନା ଅନୁସାରେ ଅଗଷ୍ଟ ୧୬ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

06 Aug 2021 By The Sakala

ଅଗଷ୍ଟ ୧୬ରୁ କ୍ଲାସରୁମ୍‌ରେ ଆରମ୍ଭ ହେବ ୟୁଜି ଓ ପିଜି ପାଠପଢ଼ା

ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି ଓ ପିଜି ପାଠପଢ଼ା। ପ୍ରଥମ ବର୍ଷର ପିଜି ଏବଂ ୟୁଜିର ପ୍ରି-ଫାଇନାଲ ବର୍ଷର ପାଠପଢ଼ା କ୍ଲାସ୍ ରୁମ୍‌ରେ ଚାଲିବ। ତେବେ ୟୁଜି ଓ ପିଜି ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍‌ରେ ପରୀକ୍ଷା ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଖୋଲିବ। ଏନେଇ ଟ୍ଵିଟ୍ କରି ସୂଚନା ଦେଇଛି ଉଚ୍ଚ ଶିକ୍ଷା ବିଭାଗ।

ସୂଚନା ଅନୁସାରେ ଅଗଷ୍ଟ ୧୬ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

https://www.thesakala.in/latest-odisha-news/ug-and-pg-classes-will-starts-from-august-16-in-state/article-4410
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର