ମାଛ ଧରିବାକୁ ଯାଇ ୨ ନାବାଳିକା ନଦୀରେ ବୁଡ଼ି ମୃତ

The Sakala Picture
Published On

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ପାତାଳୀ ନଦୀ ପଡେଇସିଂ ଘାଟରେ ଗୁରୁବାର ଅଘଟଣ ଘଟିଛି। ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଆଜି ଉକ୍ତ ୨ ନାବାଳିକା ଲମତାପୁଟରେ ପାତାଳୀ ନଦୀରେ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ସମୟରେ ଅସାବଧାନତା ବଶତଃ ଉଭୟ ନଦୀରେ ବୁଡିଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ବୁଡା ଯାଉଥିବା ଦେଖି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଉଭୟଙ୍କର ମୃତ୍ୟୁ ହୋଇଥିବା […]

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ପାତାଳୀ ନଦୀ ପଡେଇସିଂ ଘାଟରେ ଗୁରୁବାର ଅଘଟଣ ଘଟିଛି। ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ସୂଚନା ଅନୁଯାୟୀ, ଆଜି ଉକ୍ତ ୨ ନାବାଳିକା ଲମତାପୁଟରେ ପାତାଳୀ ନଦୀରେ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ସମୟରେ ଅସାବଧାନତା ବଶତଃ ଉଭୟ ନଦୀରେ ବୁଡିଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ବୁଡା ଯାଉଥିବା ଦେଖି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

11 Mar 2021 By The Sakala

ମାଛ ଧରିବାକୁ ଯାଇ ୨ ନାବାଳିକା ନଦୀରେ ବୁଡ଼ି ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ପାତାଳୀ ନଦୀ ପଡେଇସିଂ ଘାଟରେ ଗୁରୁବାର ଅଘଟଣ ଘଟିଛି। ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଆଜି ଉକ୍ତ ୨ ନାବାଳିକା ଲମତାପୁଟରେ ପାତାଳୀ ନଦୀରେ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ସମୟରେ ଅସାବଧାନତା ବଶତଃ ଉଭୟ ନଦୀରେ ବୁଡିଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ବୁଡା ଯାଉଥିବା ଦେଖି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର