ବାଲେଶ୍ବରର ସୁନହଟରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, ୧୪୪ ଧାରା ଜାରି

The Sakala Picture
Published On

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଟାଉନ ଥାନ ଅନ୍ତର୍ଗତ ସୁନହଟ ଛକ ନିକଟରେ ଏକ ନାଳରେ ରକ୍ତ ଭାସିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସହରର ଭୁଜାଖିଆ ପୀର ନିକଟରେ ଗଣ୍ଡଗୋଳ ହୋଇଛି। ପରିସ୍ଥତିକୁ କାବୁ କରିବା ପାଇଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି। ଉକ୍ତ ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଛନ୍ତି। ୧୫/୨୦ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର ସହରର […]

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଟାଉନ ଥାନ ଅନ୍ତର୍ଗତ ସୁନହଟ ଛକ ନିକଟରେ ଏକ ନାଳରେ ରକ୍ତ ଭାସିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସହରର ଭୁଜାଖିଆ ପୀର ନିକଟରେ ଗଣ୍ଡଗୋଳ ହୋଇଛି। ପରିସ୍ଥତିକୁ କାବୁ କରିବା ପାଇଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି। ଉକ୍ତ ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଛନ୍ତି। ୧୫/୨୦ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର ସହରର ସୁନହଟ ଛକ ଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଛକ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ନାଳରେ ରକ୍ତ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏନେଇ ଅନ୍ୟ ଏକ ଗୋଷ୍ଠୀ ରକ୍ତ କେଉଁଠୁ ଆସିଲା କିପରି ଆସିଲା ପଚାରିବା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତେଜନାର ଖବର ପାଇ ଟାଉନ ଥାନ ପୁଲିସ ସହ ଆଡିସନାଳ ଏସପି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ନିର୍ଦିଷ୍ଟ ଏକ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଢେଲା ପଥର ମାଡ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏହି ଢେଲା ପଥର ମାଡ଼ରେ ପ୍ରଥମେ କିଛି ସାଧାରଣ ଲୋକ ଓ ପୁଲିସକର୍ମଚାରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉତ୍ତେଜନ ବଢିବରୁ ବ୍ୟାପକ ପୁଲିସ ମୁତୟନ କରିବା ସହ ଏସପି ସାଗରିକାନାଥ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ଘଟଣାସ୍ଥଳରେ ଉତ୍ତେଜନା କମି ନ ଥିବ ବେଳେ ୧୪୪ଧାରା ଲାଗୁ ଲାଗୁ କରାଯାଇଛଇ। ଅନ୍ୟପଟେ ସୁନହଟ ଛକରୁ ପାତ୍ରପଡା ଛକ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ ସିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

17 Jun 2024 By The Sakala

ବାଲେଶ୍ବରର ସୁନହଟରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, ୧୪୪ ଧାରା ଜାରି

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଟାଉନ ଥାନ ଅନ୍ତର୍ଗତ ସୁନହଟ ଛକ ନିକଟରେ ଏକ ନାଳରେ ରକ୍ତ ଭାସିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସହରର ଭୁଜାଖିଆ ପୀର ନିକଟରେ ଗଣ୍ଡଗୋଳ ହୋଇଛି। ପରିସ୍ଥତିକୁ କାବୁ କରିବା ପାଇଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି। ଉକ୍ତ ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଛନ୍ତି। ୧୫/୨୦ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର ସହରର ସୁନହଟ ଛକ ଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଛକ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ନାଳରେ ରକ୍ତ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏନେଇ ଅନ୍ୟ ଏକ ଗୋଷ୍ଠୀ ରକ୍ତ କେଉଁଠୁ ଆସିଲା କିପରି ଆସିଲା ପଚାରିବା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତେଜନାର ଖବର ପାଇ ଟାଉନ ଥାନ ପୁଲିସ ସହ ଆଡିସନାଳ ଏସପି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ନିର୍ଦିଷ୍ଟ ଏକ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଢେଲା ପଥର ମାଡ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏହି ଢେଲା ପଥର ମାଡ଼ରେ ପ୍ରଥମେ କିଛି ସାଧାରଣ ଲୋକ ଓ ପୁଲିସକର୍ମଚାରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉତ୍ତେଜନ ବଢିବରୁ ବ୍ୟାପକ ପୁଲିସ ମୁତୟନ କରିବା ସହ ଏସପି ସାଗରିକାନାଥ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ଘଟଣାସ୍ଥଳରେ ଉତ୍ତେଜନା କମି ନ ଥିବ ବେଳେ ୧୪୪ଧାରା ଲାଗୁ ଲାଗୁ କରାଯାଇଛଇ। ଅନ୍ୟପଟେ ସୁନହଟ ଛକରୁ ପାତ୍ରପଡା ଛକ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ ସିଲ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର