ମନୋରଞ୍ଜନ
ଓଡ଼ିଶା
ପୋଖରୀରେ ବୁଡ଼ି ଭାଇଭଉଣୀଙ୍କର ମୃତ୍ୟୁ
କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଉଭୟ ସମ୍ପର୍କରେ ଭାଇଭଉଣୀ ବୋଲି ଜଣାପଡ଼ିଛି। ଦିଲୀପ ସାହୁଙ୍କ ୨ ବର୍ଷର ଶିଶୁପୁତ୍ର କାମେଶ୍ୱର ସାହୁ ଏବଂ ଓସ୍ତପୂର ବାସିନ୍ଦା ବଳରାମ ସାହୁଙ୍କ ୪ ବର୍ଷର ଶିଶୁକନ୍ୟା ଭାଗ୍ୟଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟିଛି। ବଳରାମଙ୍କ ଝିଅ ନିଜ ମଉସା ଘରକୁ ଆସିଥିବା ବେଳେ ଏଭଳି ଅଭାବନୀୟ ଅଘଟଣ ଘଟିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ-ମେ'ରେ ହେବ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ ଆୟୋଗ
26 Apr 2025
By The Sakala
ପୋଖରୀରେ ବୁଡ଼ି ଭାଇଭଉଣୀଙ୍କର ମୃତ୍ୟୁ
କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଉଭୟ ସମ୍ପର୍କରେ ଭାଇଭଉଣୀ ବୋଲି ଜଣାପଡ଼ିଛି। ଦିଲୀପ ସାହୁଙ୍କ ୨ ବର୍ଷର ଶିଶୁପୁତ୍ର କାମେଶ୍ୱର ସାହୁ ଏବଂ ଓସ୍ତପୂର ବାସିନ୍ଦା ବଳରାମ ସାହୁଙ୍କ ୪ ବର୍ଷର ଶିଶୁକନ୍ୟା ଭାଗ୍ୟଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟିଛି। ବଳରାମଙ୍କ ଝିଅ ନିଜ ମଉସା ଘରକୁ ଆସିଥିବା ବେଳେ ଏଭଳି ଅଭାବନୀୟ ଅଘଟଣ ଘଟିଛି।
⊕ https://www.thesakala.in/latest-odisha-news/cuttack/two-children-drown-death-in-pond/article-40218