କାନ୍ଥ ଭୁଶୁଡି ଚାଲିଗଲା ଦୁଇ ପୁଅ ଝିଅଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ମା ଓ ଶିଶୁ ପୁତ୍ର

The Sakala Picture
Published On

ଉଦଳା: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଗତ ରାତିରେ ଉଦଳା ଥାନା ଅଧିନସ୍ଥ ଗୋପବନ୍ଧୁ ନଗର ବ୍ଳକ ଜୟପୁର ପଂଚାୟତର ରାଇଡ଼ାହି ଗ୍ରାମରେ କାନ୍ଥ ପଡ଼ି ଭାଇ ଭାଉଣୀଙ୍କ ମୃତ୍ୟୁ ହୋଇଯାଇଛି । ରାଇଡ଼ାହି ଗ୍ରାମର ଗଣେଶ ସିଂଙ୍କ ସ୍ତ୍ରୀ ତୁଳସୀ ଦୁଇ ପୁଅ ଓ ଝିଅ ସହ ଘରେ ଶୋଇଥିଲେ । ତେବେ ଗତ ଲଗାଣ ବର୍ଷା ପରେ ସନ୍ତସନ୍ତିଆ ହୋଇ ରହିଥିବା ଘର ହଠାତ ଭାଙ୍ଗି ପଡିଥିଲା । ଫଳରେ ଝିଅ ଯଶୋଦା(୧୦) […]

ଉଦଳା: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଗତ ରାତିରେ ଉଦଳା ଥାନା ଅଧିନସ୍ଥ ଗୋପବନ୍ଧୁ ନଗର ବ୍ଳକ ଜୟପୁର ପଂଚାୟତର ରାଇଡ଼ାହି ଗ୍ରାମରେ କାନ୍ଥ ପଡ଼ି ଭାଇ ଭାଉଣୀଙ୍କ ମୃତ୍ୟୁ ହୋଇଯାଇଛି । ରାଇଡ଼ାହି ଗ୍ରାମର ଗଣେଶ ସିଂଙ୍କ ସ୍ତ୍ରୀ ତୁଳସୀ ଦୁଇ ପୁଅ ଓ ଝିଅ ସହ ଘରେ ଶୋଇଥିଲେ । ତେବେ ଗତ ଲଗାଣ ବର୍ଷା ପରେ ସନ୍ତସନ୍ତିଆ ହୋଇ ରହିଥିବା ଘର ହଠାତ ଭାଙ୍ଗି ପଡିଥିଲା । ଫଳରେ ଝିଅ ଯଶୋଦା(୧୦) ଓ ପୁଅ ଜ୍ୟାତି ଶଙ୍କର(୬) କାନ୍ଥ ତଳେ ଚାପ ହୋଇରହିଯାଥିଲେ । ତେବେ କାନ୍ଥ ପଡିବାର ଏକ ମିନିଟ ପୂର୍ବରୁ ମା ତୁଳସୀ ଓ ସାନ ପୁଅ ଉଠିଯାଇଥିଲେ । ଫଳରେ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିଲେ । ତେବେ ରାତି ହୋଇଥିବା କାରଣରୁ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିବା ବେଳେ ପଡୋଶୀ ଆସିବା ପରେ ଉଦ୍ଧାର କରି ରାତି ପ୍ରାୟ ୧୨ ଟାରେ ଉଦଳା ଡାକ୍ତରଖାନା ଆଣିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସ୍ଵାମୀ ଗଣେଶ କଟକ କାମ କରିବା ପାଇଁ ଯାଇଥିବା ଜଣା ପଡିଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

23 Aug 2022 By The Sakala

କାନ୍ଥ ଭୁଶୁଡି ଚାଲିଗଲା ଦୁଇ ପୁଅ ଝିଅଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ମା ଓ ଶିଶୁ ପୁତ୍ର

ଉଦଳା: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଗତ ରାତିରେ ଉଦଳା ଥାନା ଅଧିନସ୍ଥ ଗୋପବନ୍ଧୁ ନଗର ବ୍ଳକ ଜୟପୁର ପଂଚାୟତର ରାଇଡ଼ାହି ଗ୍ରାମରେ କାନ୍ଥ ପଡ଼ି ଭାଇ ଭାଉଣୀଙ୍କ ମୃତ୍ୟୁ ହୋଇଯାଇଛି । ରାଇଡ଼ାହି ଗ୍ରାମର ଗଣେଶ ସିଂଙ୍କ ସ୍ତ୍ରୀ ତୁଳସୀ ଦୁଇ ପୁଅ ଓ ଝିଅ ସହ ଘରେ ଶୋଇଥିଲେ । ତେବେ ଗତ ଲଗାଣ ବର୍ଷା ପରେ ସନ୍ତସନ୍ତିଆ ହୋଇ ରହିଥିବା ଘର ହଠାତ ଭାଙ୍ଗି ପଡିଥିଲା । ଫଳରେ ଝିଅ ଯଶୋଦା(୧୦) ଓ ପୁଅ ଜ୍ୟାତି ଶଙ୍କର(୬) କାନ୍ଥ ତଳେ ଚାପ ହୋଇରହିଯାଥିଲେ । ତେବେ କାନ୍ଥ ପଡିବାର ଏକ ମିନିଟ ପୂର୍ବରୁ ମା ତୁଳସୀ ଓ ସାନ ପୁଅ ଉଠିଯାଇଥିଲେ । ଫଳରେ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିଲେ । ତେବେ ରାତି ହୋଇଥିବା କାରଣରୁ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିବା ବେଳେ ପଡୋଶୀ ଆସିବା ପରେ ଉଦ୍ଧାର କରି ରାତି ପ୍ରାୟ ୧୨ ଟାରେ ଉଦଳା ଡାକ୍ତରଖାନା ଆଣିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସ୍ଵାମୀ ଗଣେଶ କଟକ କାମ କରିବା ପାଇଁ ଯାଇଥିବା ଜଣା ପଡିଛି ।

https://www.thesakala.in/latest-odisha-news/two-child-died-after-wall-collapsed-in-udala/article-14355
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର