ରାଜଧାନୀରୁ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ, ଗତକାଲି ସକାଳୁ ସ୍କୁଲ ଆସି ଆଉ ଘରକୁ ଫେରି ନାହାନ୍ତି

The Sakala Picture
Published On

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ସ୍କୁଲର ୨ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଲେ ୧୫ ବର୍ଷୀୟ କୁଜିମହଲ ଗାଁର ପୃଥିୀରାଜ୍ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର । ଗତକାଲି ସକାଳୁ ସ୍କୁଲ୍ ଯାଇ ଆଉ ଘରକୁ ଫେରି ନାହାଁନ୍ତି ଦୁଇ ନାବାଳକ ଛାତ୍ର। ଏନେଇ ସ୍ଥାନୀୟ ଚନ୍ଦକା ଥାନରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଦୁଇ ଛାତ୍ର ହେଉଛନ୍ତି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର […]

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ସ୍କୁଲର ୨ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଲେ ୧୫ ବର୍ଷୀୟ କୁଜିମହଲ ଗାଁର ପୃଥିୀରାଜ୍ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର । ଗତକାଲି ସକାଳୁ ସ୍କୁଲ୍ ଯାଇ ଆଉ ଘରକୁ ଫେରି ନାହାଁନ୍ତି ଦୁଇ ନାବାଳକ ଛାତ୍ର। ଏନେଇ ସ୍ଥାନୀୟ ଚନ୍ଦକା ଥାନରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଦୁଇ ଛାତ୍ର ହେଉଛନ୍ତି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ।

ଆହୁରି ପଢ଼ନ୍ତୁ: ଆସିଲା ଚାଉଳିଆଗଞ୍ଜ IIC ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା ସୂଚନା

ଅଭିଯୋଗ ପାଇବା ପରେ ପୋଲିସ ସ୍କୁଲରେ ଲାଗିଥିବା ସିଟିଟିଭି ଓ ସ୍କୁଲ ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ପୁଲିସ ଦୁଇ ଛାତ୍ରଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରିବା ସହ ପରିବାର ଲୋକଙ୍କ ପଚରାଉଚର ଜାରି ରଖିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍‌ ଲିଷ୍ଟ, ଶୀର୍ଷରେ ରେଭେନ୍ସା

05 Jul 2023 By The Sakala

ରାଜଧାନୀରୁ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ, ଗତକାଲି ସକାଳୁ ସ୍କୁଲ ଆସି ଆଉ ଘରକୁ ଫେରି ନାହାନ୍ତି

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ସ୍କୁଲର ୨ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଲେ ୧୫ ବର୍ଷୀୟ କୁଜିମହଲ ଗାଁର ପୃଥିୀରାଜ୍ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର । ଗତକାଲି ସକାଳୁ ସ୍କୁଲ୍ ଯାଇ ଆଉ ଘରକୁ ଫେରି ନାହାଁନ୍ତି ଦୁଇ ନାବାଳକ ଛାତ୍ର। ଏନେଇ ସ୍ଥାନୀୟ ଚନ୍ଦକା ଥାନରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଦୁଇ ଛାତ୍ର ହେଉଛନ୍ତି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ।

ଅଭିଯୋଗ ପାଇବା ପରେ ପୋଲିସ ସ୍କୁଲରେ ଲାଗିଥିବା ସିଟିଟିଭି ଓ ସ୍କୁଲ ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ପୁଲିସ ଦୁଇ ଛାତ୍ରଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରିବା ସହ ପରିବାର ଲୋକଙ୍କ ପଚରାଉଚର ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର