ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଫେରାର୍, ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି

The Sakala Picture
Published On

ଭୁବନେଶ୍ୱର: ଦୁଇ ଜଣ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଫେରାର ହୋଇଯାଇଥିବା ନେଇ ହୋଇଛି ଅଭିଯୋଗ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଏନେଇ ଟ୍ୟୁସନ ସାର୍ ଙ୍କ ବିରୋଧରେ ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଏହି ଦୁଇ ନିଖୋଜ ଛାତ୍ରୀ ହେଲେ ଭୁବନେଶ୍ୱର ବଡଗଡ଼ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଓ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ। ଗତ ରବିବାର ଠାରୁ […]

ଭୁବନେଶ୍ୱର: ଦୁଇ ଜଣ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଫେରାର ହୋଇଯାଇଥିବା ନେଇ ହୋଇଛି ଅଭିଯୋଗ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଏନେଇ ଟ୍ୟୁସନ ସାର୍ ଙ୍କ ବିରୋଧରେ ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସୂଚନା ଅନୁସାରେ, ଏହି ଦୁଇ ନିଖୋଜ ଛାତ୍ରୀ ହେଲେ ଭୁବନେଶ୍ୱର ବଡଗଡ଼ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଓ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ। ଗତ ରବିବାର ଠାରୁ ଏହି ୨ ଛାତ୍ରୀଙ୍କୁ ଧରି ଫେରାର୍ ହୋଇଯାଇଛନ୍ତି ଟ୍ୟୁସନ୍ ସାର୍। ଦୁଇ ଛାତ୍ରୀଙ୍କ ସହ ଟ୍ୟୁସନ ସାର୍ ଅଧିକ ମିଳାମିଶା କରୁଥିବାରୁ ପରିବାର ଲୋକ ତାଙ୍କୁ ଚେତାବନୀ ଦେବା ସହ ଟ୍ୟୁସନ କରିବାକୁ ବାରଣ କରିଥିଲେ । ଏବେ ଦୁଇଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଫେରାର ହୋଇଯାଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ। ଏଯାବତ୍ ଛାତ୍ରୀ କିମ୍ବା ଟ୍ୟୁସନ୍ ସାର୍‌ଙ୍କ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

21 Dec 2021 By The Sakala

ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଫେରାର୍, ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି

ଭୁବନେଶ୍ୱର: ଦୁଇ ଜଣ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଫେରାର ହୋଇଯାଇଥିବା ନେଇ ହୋଇଛି ଅଭିଯୋଗ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଏନେଇ ଟ୍ୟୁସନ ସାର୍ ଙ୍କ ବିରୋଧରେ ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଏହି ଦୁଇ ନିଖୋଜ ଛାତ୍ରୀ ହେଲେ ଭୁବନେଶ୍ୱର ବଡଗଡ଼ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଓ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ। ଗତ ରବିବାର ଠାରୁ ଏହି ୨ ଛାତ୍ରୀଙ୍କୁ ଧରି ଫେରାର୍ ହୋଇଯାଇଛନ୍ତି ଟ୍ୟୁସନ୍ ସାର୍। ଦୁଇ ଛାତ୍ରୀଙ୍କ ସହ ଟ୍ୟୁସନ ସାର୍ ଅଧିକ ମିଳାମିଶା କରୁଥିବାରୁ ପରିବାର ଲୋକ ତାଙ୍କୁ ଚେତାବନୀ ଦେବା ସହ ଟ୍ୟୁସନ କରିବାକୁ ବାରଣ କରିଥିଲେ । ଏବେ ଦୁଇଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଫେରାର ହୋଇଯାଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ। ଏଯାବତ୍ ଛାତ୍ରୀ କିମ୍ବା ଟ୍ୟୁସନ୍ ସାର୍‌ଙ୍କ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର