ଝିଅ ପାଇଁ ମାସେ ହେଲା ଥାନାକୁ ଦୌଡ଼ୁଛନ୍ତି ମା

The Sakala Picture
Published On

ଭୁବନେଶ୍ୱର : ମାସେ ହେବ କ୍ୟାପିଟାଲ ଥାନା କେଦାରପଲ୍ଲୀ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି। କିନ୍ତୁ ପୁଲିସ କେବଳ ମାମଲା ରୁଜୁକରି ବସି ପଡ଼ିଛି। ଝିଅ ପାଇଁ ଥାନାକୁ ମାସେ ହେବ ଦୌଡୁଛନ୍ତି ନାବାଳିକାର ମା’ ନିଖୋଜ ନାବାଳିକା ଝିଅକୁ ଖୋଜି ଆଣିବା ପାଇଁ ମା’ କବିତା ନାୟକ ସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ସିପି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକାକ ନେଇଯାଇଥିବା ଏକ […]

ଭୁବନେଶ୍ୱର : ମାସେ ହେବ କ୍ୟାପିଟାଲ ଥାନା କେଦାରପଲ୍ଲୀ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି। କିନ୍ତୁ ପୁଲିସ କେବଳ ମାମଲା ରୁଜୁକରି ବସି ପଡ଼ିଛି। ଝିଅ ପାଇଁ ଥାନାକୁ ମାସେ ହେବ ଦୌଡୁଛନ୍ତି ନାବାଳିକାର ମା’ ନିଖୋଜ ନାବାଳିକା ଝିଅକୁ ଖୋଜି ଆଣିବା ପାଇଁ ମା’ କବିତା ନାୟକ ସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ସିପି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକାକ ନେଇଯାଇଥିବା ଏକ ଜଣକ ସ୍ଥାନୀୟ ଅଞ୍ଚଳରେ ଚଳାଚଳ କରୁଥିବା ଅଭିଯୋଗ ହୋଇଛି । ତାକୁ ଝିଅ ସମ୍ପର୍କରେ ପଚାରିଲେ ସେ ଜାଣି ନ ଥିବା କହିଛି । ଅପରପପକ୍ଷରେ ନାବାଳିକାର ମା’ କବିତାଙ୍କୁ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: କାଲି ନିଜ ଜନ୍ମକଲା ୨ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମାଆ

26 Jun 2021 By The Sakala

ଝିଅ ପାଇଁ ମାସେ ହେଲା ଥାନାକୁ ଦୌଡ଼ୁଛନ୍ତି ମା

ଭୁବନେଶ୍ୱର : ମାସେ ହେବ କ୍ୟାପିଟାଲ ଥାନା କେଦାରପଲ୍ଲୀ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି। କିନ୍ତୁ ପୁଲିସ କେବଳ ମାମଲା ରୁଜୁକରି ବସି ପଡ଼ିଛି। ଝିଅ ପାଇଁ ଥାନାକୁ ମାସେ ହେବ ଦୌଡୁଛନ୍ତି ନାବାଳିକାର ମା’ ନିଖୋଜ ନାବାଳିକା ଝିଅକୁ ଖୋଜି ଆଣିବା ପାଇଁ ମା’ କବିତା ନାୟକ ସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ସିପି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକାକ ନେଇଯାଇଥିବା ଏକ ଜଣକ ସ୍ଥାନୀୟ ଅଞ୍ଚଳରେ ଚଳାଚଳ କରୁଥିବା ଅଭିଯୋଗ ହୋଇଛି । ତାକୁ ଝିଅ ସମ୍ପର୍କରେ ପଚାରିଲେ ସେ ଜାଣି ନ ଥିବା କହିଛି । ଅପରପପକ୍ଷରେ ନାବାଳିକାର ମା’ କବିତାଙ୍କୁ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର