୩୦ ସେକେଣ୍ଡରେ କାବୁ ହେବେ ଲୁଟେରା

The Sakala Picture
Published On

ଭୁବନେଶ୍ବର: ଲୁଟେରାଙ୍କୁ ୩୦ ସେକେଣ୍ଡରେ ଧରିବ ହ୍ୟାଣ୍ଡ ହେଲ୍ଡ ବାୟୋମେଟ୍ରିକ୍ ଫିଙ୍ଗର ପ୍ରିଣ୍ଟ ରିଡର୍। କ୍ରାଇମ ମିଟିଂରେ ଥାନା ଅଧିକାରୀଙ୍କୁ ମେସିନ ପ୍ରଦାନ କରିଛନ୍ତି ଡିସିପି। ଲୁଟ ହେବା ମାତ୍ରେ କାବୁ ହେବେ ଲୁଟେରା । ଏହି ମେସିନ ବ୍ୟବହାର ଫଳରେ ଅପରାଧୀଙ୍କ ଟ୍ରାକ ରେକର୍ଡ ମଧ୍ୟ ବହାରିପାରିବ। ଗତ କିଛି ଦିନ ଧରି ଭୁବନେଶ୍ୱର ସହରରେ ବଢୁଥିବା ଲୁଟକୁ ଆଖି ଆଗରେ ରଖି ଏଭଲି ନୂଆ ପ୍ଲାନ କରିଛି କମିଶନରେଟ ପୁଲିସ। ନୂଆବର୍ଷ ଓ ବଡ଼ଦିନକୁ […]

ଭୁବନେଶ୍ବର: ଲୁଟେରାଙ୍କୁ ୩୦ ସେକେଣ୍ଡରେ ଧରିବ ହ୍ୟାଣ୍ଡ ହେଲ୍ଡ ବାୟୋମେଟ୍ରିକ୍ ଫିଙ୍ଗର ପ୍ରିଣ୍ଟ ରିଡର୍। କ୍ରାଇମ ମିଟିଂରେ ଥାନା ଅଧିକାରୀଙ୍କୁ ମେସିନ ପ୍ରଦାନ କରିଛନ୍ତି ଡିସିପି। ଲୁଟ ହେବା ମାତ୍ରେ କାବୁ ହେବେ ଲୁଟେରା । ଏହି ମେସିନ ବ୍ୟବହାର ଫଳରେ ଅପରାଧୀଙ୍କ ଟ୍ରାକ ରେକର୍ଡ ମଧ୍ୟ ବହାରିପାରିବ। ଗତ କିଛି ଦିନ ଧରି ଭୁବନେଶ୍ୱର ସହରରେ ବଢୁଥିବା ଲୁଟକୁ ଆଖି ଆଗରେ ରଖି ଏଭଲି ନୂଆ ପ୍ଲାନ କରିଛି କମିଶନରେଟ ପୁଲିସ। ନୂଆବର୍ଷ ଓ ବଡ଼ଦିନକୁ ଦୃଷ୍ଟିରେ ରଖି କ୍ରାଇମ ଡିଟେକ୍ସନକୁ ବ୍ୟାପକ କରାଯାଇଛି। ସହରରେ ବଂଜାରା ବୁଲୁଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ସେହିପରି ଆପାର୍ଟମେଣ୍ଟ ମାନଙ୍କୁ ଯାଇ ସୁରକ୍ଷା ସମ୍ପର୍କରେ ଆଲର୍ଟ କରିବ ନିକଟସ୍ଥ ଥାନା ପୁଲିସ । ଏ ନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

06 Dec 2023 By The Sakala

୩୦ ସେକେଣ୍ଡରେ କାବୁ ହେବେ ଲୁଟେରା

ଭୁବନେଶ୍ବର: ଲୁଟେରାଙ୍କୁ ୩୦ ସେକେଣ୍ଡରେ ଧରିବ ହ୍ୟାଣ୍ଡ ହେଲ୍ଡ ବାୟୋମେଟ୍ରିକ୍ ଫିଙ୍ଗର ପ୍ରିଣ୍ଟ ରିଡର୍। କ୍ରାଇମ ମିଟିଂରେ ଥାନା ଅଧିକାରୀଙ୍କୁ ମେସିନ ପ୍ରଦାନ କରିଛନ୍ତି ଡିସିପି। ଲୁଟ ହେବା ମାତ୍ରେ କାବୁ ହେବେ ଲୁଟେରା । ଏହି ମେସିନ ବ୍ୟବହାର ଫଳରେ ଅପରାଧୀଙ୍କ ଟ୍ରାକ ରେକର୍ଡ ମଧ୍ୟ ବହାରିପାରିବ। ଗତ କିଛି ଦିନ ଧରି ଭୁବନେଶ୍ୱର ସହରରେ ବଢୁଥିବା ଲୁଟକୁ ଆଖି ଆଗରେ ରଖି ଏଭଲି ନୂଆ ପ୍ଲାନ କରିଛି କମିଶନରେଟ ପୁଲିସ। ନୂଆବର୍ଷ ଓ ବଡ଼ଦିନକୁ ଦୃଷ୍ଟିରେ ରଖି କ୍ରାଇମ ଡିଟେକ୍ସନକୁ ବ୍ୟାପକ କରାଯାଇଛି। ସହରରେ ବଂଜାରା ବୁଲୁଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ସେହିପରି ଆପାର୍ଟମେଣ୍ଟ ମାନଙ୍କୁ ଯାଇ ସୁରକ୍ଷା ସମ୍ପର୍କରେ ଆଲର୍ଟ କରିବ ନିକଟସ୍ଥ ଥାନା ପୁଲିସ । ଏ ନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

https://www.thesakala.in/latest-odisha-news/the-machine-will-catch-the-robber-in-30-seconds-the-criminals-track-record-will-come-out/article-27984
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର