ସ୍ତ୍ରୀକୁ ବାଡେଇ ବାଡେଇ ମାରିଦେଲା ମଦ୍ୟପ ସ୍ଵାମୀ

The Sakala Picture
Published On

କପ୍ତିପଦା ଥାନା ଅନ୍ତର୍ଗତ ପେଡାଗଡି ପଞ୍ଚାୟତର କରପଦା ଗ୍ରାମରେ ଘଟିଛି ଏଭଳି ଘଟଣା,ଗତ ମଙ୍ଗଳବାର ଵିଳମ୍ଵିତ ରାତିରେ ପେଟେ ମଦ ପିଇ ଘରକୁ ଫେରିଥିଲା ସ୍ଵାମି କାହ୍ନୁ ହାଁସଦା,ଘରେ ପହଞ୍ଚି ସ୍ତ୍ରୀ ଫୁଲକୁ ଖାଇଵାକୁ ମାଗିଥିଲା,ମାତ୍ର ନିଦରେ ଶୋଇ ଥିବାରୁ ଵିଳମ୍ଵରେ ଉଠିବା ନେଇ ସ୍ଵାମି ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା,ସ୍ଵାମି କାହ୍ନୁ ରାଗରେ ଏକ ଠେଙ୍ଗାରେ ସ୍ତ୍ରୀ ଫୁଲକୁ ନିସ୍ତୁକ ଵାଡେଇ ଥିଲା ଓ ଶୋଇ ଯାଇଥିଲା,ତେଵେ ରାତି ପ୍ରାୟ ୩ ଟା ସମୟରେ କାହ୍ନୁର […]

କପ୍ତିପଦା ଥାନା ଅନ୍ତର୍ଗତ ପେଡାଗଡି ପଞ୍ଚାୟତର କରପଦା ଗ୍ରାମରେ ଘଟିଛି ଏଭଳି ଘଟଣା,ଗତ ମଙ୍ଗଳବାର ଵିଳମ୍ଵିତ ରାତିରେ ପେଟେ ମଦ ପିଇ ଘରକୁ ଫେରିଥିଲା ସ୍ଵାମି କାହ୍ନୁ ହାଁସଦା,ଘରେ ପହଞ୍ଚି ସ୍ତ୍ରୀ ଫୁଲକୁ ଖାଇଵାକୁ ମାଗିଥିଲା,ମାତ୍ର ନିଦରେ ଶୋଇ ଥିବାରୁ ଵିଳମ୍ଵରେ ଉଠିବା ନେଇ ସ୍ଵାମି ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା,ସ୍ଵାମି କାହ୍ନୁ ରାଗରେ ଏକ ଠେଙ୍ଗାରେ ସ୍ତ୍ରୀ ଫୁଲକୁ ନିସ୍ତୁକ ଵାଡେଇ ଥିଲା ଓ ଶୋଇ ଯାଇଥିଲା,ତେଵେ ରାତି ପ୍ରାୟ ୩ ଟା ସମୟରେ କାହ୍ନୁର ଝିଅ ମାର ନିଶ୍ୱାସ ଵନ୍ଦ ହୋଇଯାଇଥିଵା ଦେଖି ଜେଜେମାଙ୍କୁ ଡାକିଥିଲା, ଗାଁଲୋକ ପହଞ୍ଚି ଫୁଲ ମରି ଯାଇଥିଵାର ଦେଖି ପୋଲିସକୁ ଖଵର ଦେଇଥିଲେ,ଆଜି ସକାଳୁ ପ୍ରାୟ ୯ ଟା ସମୟରେ କପ୍ତିପଦା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଶଵକୁ ଜଵତ୍ କରିବା ସହିତ ଅଭିଯୁକ୍ତ ସ୍ଵାମି କାହ୍ନୁ ହାଁସଦାକୁ ଗିରଫ କରିଛି । ଥାନା କେସ ନଂ ୨୬୦/୨୧ ରେ ଏକ ମାମଲା ଋଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଗଞ୍ଜାମର ସୁନାପୁର ବେଳାଭୂମିରେ ଅଘଟଣ: ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁକ୍ତ ଦୁଇ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର