ଶୋଇଥିବା ବେଳେ ସାପ କାମୁଡାରେ ଜଣେ ବ୍ଯକ୍ତିଙ୍କ ମୃତ୍ଯୁ

The Sakala Picture
Published On

ବ୍ୟାସନଗର: କୋରେଇ ବ୍ଲକ ଖମଣ ପଞ୍ଚାୟତ ଅର୍ନ୍ତଗତ ଠାକୁରପାଟଣା ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଠାକୁରପାଟଣା ଗ୍ରାମର ପିତାମ୍ବର ମୁଣ୍ଡାଙ୍କ ପରିବାର ରାତିରେ ଖାଇ ଶୋଇବା ପରେ ବିଳମ୍ବିତ ରାତିରେ ତାଙ୍କ ପୁତ୍ର ନୀଳ ମୁଣ୍ଡାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତୁରନ୍ତ ନୀଳକୁ ଚିକିତ୍ସା ନିମନ୍ତେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

ବ୍ୟାସନଗର: କୋରେଇ ବ୍ଲକ ଖମଣ ପଞ୍ଚାୟତ ଅର୍ନ୍ତଗତ ଠାକୁରପାଟଣା ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା: ପାଣିଘେର ଭିତରେ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ, ପ୍ରାୟ ୨ଲକ୍ଷ ଲୋକ ପ୍ରଭାବିତ

ସୂଚନା ଅନୁଯାୟୀ, ଠାକୁରପାଟଣା ଗ୍ରାମର ପିତାମ୍ବର ମୁଣ୍ଡାଙ୍କ ପରିବାର ରାତିରେ ଖାଇ ଶୋଇବା ପରେ ବିଳମ୍ବିତ ରାତିରେ ତାଙ୍କ ପୁତ୍ର ନୀଳ ମୁଣ୍ଡାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତୁରନ୍ତ ନୀଳକୁ ଚିକିତ୍ସା ନିମନ୍ତେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଏନେଇ ପିତାମ୍ବର ପାଣିକୋଇଲି ଥାନାକୁ ଖବର ଦେବା ପରେ ଥାନା ପକ୍ଷରୁ ନୀଳଙ୍କ ମୃତଦେହକୁ ଜବତ କରାଯିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଛେଦ ନିମନ୍ତେ ପଠାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଲଗାଣ ବର୍ଷା: ଫୁଲୁଛି ବୈତରଣୀ ଓ ବ୍ରାହ୍ମଣୀ ନଦୀ, ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ନଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର