ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ: ସହାୟତା ବାବଦକୁ ୧୨୮ କୋଟି ୫୮ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆସିଲା ୨୪ଜିଲ୍ଲାର ବନ୍ୟା ଓ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ । ୧୪ହଜାର ୨୩୫ରୁ ଅଧିର ଘର କ୍ଷତିଗ୍ରସ୍ତ ହୋଇଛି । ୧୨୩୬ ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫୦୩୬ ହେକ୍ଟର ଚାଷ ଜମି ବାଲିଚର ହୋଇଛି । ସେହିପରି ୧୧୨୫ଟି ଡଙ୍ଗା ଓ ଜାଲ, ୨୮ ହଜାର ୩୮୨ ହେକ୍ଟର ମାଛ ପୋଖରୀ ଓ ୪ଲକ୍ଷ ୮୩ ହଜାର ୧୪୫ ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧ଲକ୍ଷ ୨୬ହଜାର […]

ଭୁବନେଶ୍ୱର: ଆସିଲା ୨୪ଜିଲ୍ଲାର ବନ୍ୟା ଓ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ । ୧୪ହଜାର ୨୩୫ରୁ ଅଧିର ଘର କ୍ଷତିଗ୍ରସ୍ତ ହୋଇଛି । ୧୨୩୬ ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫୦୩୬ ହେକ୍ଟର ଚାଷ ଜମି ବାଲିଚର ହୋଇଛି । ସେହିପରି ୧୧୨୫ଟି ଡଙ୍ଗା ଓ ଜାଲ, ୨୮ ହଜାର ୩୮୨ ହେକ୍ଟର ମାଛ ପୋଖରୀ ଓ ୪ଲକ୍ଷ ୮୩ ହଜାର ୧୪୫ ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧ଲକ୍ଷ ୨୬ହଜାର ୧୬୨ ହେକ୍ଟର ଚାଷ ଜମିରେ ଶତକଡା ୩୩ଭାଗରୁ ଉର୍ଦ୍ଧ୍ୱ ଫସଲ ହାନି ହୋଇଛି।

ଆହୁରି ପଢ଼ନ୍ତୁ: ୭ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ସହାୟତା ବାବଦକୁ ୧୨୮ କୋଟି ୫୮ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଛି। ପାଣି ଘେରରେ ଥିବା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସହାୟତା ବାବଦକୁ ଏପର୍ଯ୍ଯନ୍ତ ଜିଲ୍ଲାପାଳଙ୍କୁ ୯୯ କୋଟି ୯୨ ଲକ୍ଷ ୯୭ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଜଳସଂପଦ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନଓ ଶକ୍ତି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ରିପୋର୍ଟ ଆସିଛି । ମୋଟ୍‌ ୮୭୧୫.୫୧ ଲକ୍ଷ ଟଙ୍କା ସମସ୍ତ ବିଭାଗଙ୍କୁ ସାଧାରଣ ସମ୍ପତ୍ତିର ତୁରନ୍ତ ମରାମତି ଓ ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମଞ୍ଜୁର କରାଯାଇଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ବର୍ବର ହତ୍ୟାକାଣ୍ଡ: NHRC ନିକଟରେ ହାଜର ହେଲେ ଯୁବତୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭର

07 Sep 2022 By The Sakala

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ: ସହାୟତା ବାବଦକୁ ୧୨୮ କୋଟି ୫୮ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସିଲା ୨୪ଜିଲ୍ଲାର ବନ୍ୟା ଓ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ । ୧୪ହଜାର ୨୩୫ରୁ ଅଧିର ଘର କ୍ଷତିଗ୍ରସ୍ତ ହୋଇଛି । ୧୨୩୬ ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫୦୩୬ ହେକ୍ଟର ଚାଷ ଜମି ବାଲିଚର ହୋଇଛି । ସେହିପରି ୧୧୨୫ଟି ଡଙ୍ଗା ଓ ଜାଲ, ୨୮ ହଜାର ୩୮୨ ହେକ୍ଟର ମାଛ ପୋଖରୀ ଓ ୪ଲକ୍ଷ ୮୩ ହଜାର ୧୪୫ ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧ଲକ୍ଷ ୨୬ହଜାର ୧୬୨ ହେକ୍ଟର ଚାଷ ଜମିରେ ଶତକଡା ୩୩ଭାଗରୁ ଉର୍ଦ୍ଧ୍ୱ ଫସଲ ହାନି ହୋଇଛି।

ସହାୟତା ବାବଦକୁ ୧୨୮ କୋଟି ୫୮ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଛି। ପାଣି ଘେରରେ ଥିବା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସହାୟତା ବାବଦକୁ ଏପର୍ଯ୍ଯନ୍ତ ଜିଲ୍ଲାପାଳଙ୍କୁ ୯୯ କୋଟି ୯୨ ଲକ୍ଷ ୯୭ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଜଳସଂପଦ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନଓ ଶକ୍ତି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ରିପୋର୍ଟ ଆସିଛି । ମୋଟ୍‌ ୮୭୧୫.୫୧ ଲକ୍ଷ ଟଙ୍କା ସମସ୍ତ ବିଭାଗଙ୍କୁ ସାଧାରଣ ସମ୍ପତ୍ତିର ତୁରନ୍ତ ମରାମତି ଓ ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମଞ୍ଜୁର କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର