୪୪ ଡିଗ୍ରୀ ଉପରେ ରାଜ୍ୟର ୧୨ ସହରର ତାପମାତ୍ରା, ୪୫.୭ ଡିଗ୍ରୀ ସହ ସୁବର୍ଣ୍ଣପୁର ସବୁଠୁ ଉତ୍ତପ୍ତ

The Sakala Picture
Published On

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା।  ଆଜି ରାଜ୍ୟର ୧୨ ଟି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ ଉପରେ ରହିଛି। ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ସୁବର୍ଣ୍ଣପୁରର ତାପମାତ୍ରା ୪୫ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୌଦ୍ଧର  ତାପମାତ୍ରା ୪୫ .୬  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ୪୫.୪ ଡିଗ୍ରୀ, ହୀରାକୁଦରେ ୪୫.୧ ଡିଗ୍ରୀ, […]

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା।  ଆଜି ରାଜ୍ୟର ୧୨ ଟି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ ଉପରେ ରହିଛି। ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ସୁବର୍ଣ୍ଣପୁରର ତାପମାତ୍ରା ୪୫ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୌଦ୍ଧର  ତାପମାତ୍ରା ୪୫ .୬  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ୪୫.୪ ଡିଗ୍ରୀ, ହୀରାକୁଦରେ ୪୫.୧ ଡିଗ୍ରୀ, ବଲାଙ୍ଗୀରର ତାପମାତ୍ରା ୪୫ ଡିଗ୍ରୀ, ଝାରସୁଗୁଡାରେ ୪୪.୮ ଡିଗ୍ରୀ, ଅନୁଗୁଳରେ ୪୪.୭ ଡିଗ୍ରୀ,  ସୁନ୍ଦରଗଡ଼ ଓ ନୟାଗଡର ତାପମାତ୍ରା ୪୪.୫ ଡିଗ୍ରୀ, ବରଗଡରେ ୪୪.୪ ଡିଗ୍ରୀ,  ଭୁବନେଶ୍ବରରେ ୪୪.୩  ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରର ତାପମାତ୍ରୀ ୪୪ ଡିଗ୍ରୀ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

ସେହିପରି ଅନ୍ୟ ସହରର ରେକର୍ଡ କରାଯାଇଥିବା ତାପମାତ୍ର –

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

temp

ଆହୁରି ପଢ଼ନ୍ତୁ: ନବୀନଙ୍କ କୃତିକୁ ନିଜର ବୋଲି ପ୍ରଚାର କରୁଛି ବିଜେପି : ବିଜେଡି

17 Jun 2023 By The Sakala

୪୪ ଡିଗ୍ରୀ ଉପରେ ରାଜ୍ୟର ୧୨ ସହରର ତାପମାତ୍ରା, ୪୫.୭ ଡିଗ୍ରୀ ସହ ସୁବର୍ଣ୍ଣପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା।  ଆଜି ରାଜ୍ୟର ୧୨ ଟି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ ଉପରେ ରହିଛି। ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ସୁବର୍ଣ୍ଣପୁରର ତାପମାତ୍ରା ୪୫ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୌଦ୍ଧର  ତାପମାତ୍ରା ୪୫ .୬  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ୪୫.୪ ଡିଗ୍ରୀ, ହୀରାକୁଦରେ ୪୫.୧ ଡିଗ୍ରୀ, ବଲାଙ୍ଗୀରର ତାପମାତ୍ରା ୪୫ ଡିଗ୍ରୀ, ଝାରସୁଗୁଡାରେ ୪୪.୮ ଡିଗ୍ରୀ, ଅନୁଗୁଳରେ ୪୪.୭ ଡିଗ୍ରୀ,  ସୁନ୍ଦରଗଡ଼ ଓ ନୟାଗଡର ତାପମାତ୍ରା ୪୪.୫ ଡିଗ୍ରୀ, ବରଗଡରେ ୪୪.୪ ଡିଗ୍ରୀ,  ଭୁବନେଶ୍ବରରେ ୪୪.୩  ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରର ତାପମାତ୍ରୀ ୪୪ ଡିଗ୍ରୀ ରହିଛି।

ସେହିପରି ଅନ୍ୟ ସହରର ରେକର୍ଡ କରାଯାଇଥିବା ତାପମାତ୍ର –

temp

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର