ମନୋରଞ୍ଜନ
ଓଡ଼ିଶା
ପ୍ରକାଶ ପାଇଲା ରାଜ୍ଯ ଗୃହ ବିଭାଗର ଶ୍ୱେତପତ୍ର; କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭାଗ ସଫଳ, ୫ ଜିଲ୍ଲା ମାଓମୁକ୍ତ
ଭୁବନେଶ୍ବର: ରାଜ୍ଯ ଗୃହ ବିଭାଗର ଶ୍ୱେତପତ୍ର ଶନିବାର ପ୍ରକାଶ ପାଇଛି । ରାଜ୍ଯରେ ଆଇନ ଶୃଙ୍ଖଳା ପରିସ୍ଥତି ୨୦୨୦ ବର୍ଷରେ ଶାନ୍ତିପୂର୍ଣ୍ଣ ରହିଛି। କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭଗ ସଫଳ ହୋଇଛି। ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଳା ଭାବେ ଘୋଷଣା କରାଯାଇଥିବା ବେଳେ ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୩୪ ଜଣଙ୍କୁ ଗିରଫ କରାଯାଇଛି। ୨ ଟି ଉପନିର୍ବାଚନ ଓ କୋଭିଡ ମଧ୍ୟରେ ରଥଯାତ୍ରାର ସୁପରିଚାଳନା କରାଯାଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି। ୨୦୨୦ରେ […]
ଭୁବନେଶ୍ବର: ରାଜ୍ଯ ଗୃହ ବିଭାଗର ଶ୍ୱେତପତ୍ର ଶନିବାର ପ୍ରକାଶ ପାଇଛି । ରାଜ୍ଯରେ ଆଇନ ଶୃଙ୍ଖଳା ପରିସ୍ଥତି ୨୦୨୦ ବର୍ଷରେ ଶାନ୍ତିପୂର୍ଣ୍ଣ ରହିଛି। କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭଗ ସଫଳ ହୋଇଛି। ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଳା ଭାବେ ଘୋଷଣା କରାଯାଇଥିବା ବେଳେ ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୩୪ ଜଣଙ୍କୁ ଗିରଫ କରାଯାଇଛି। ୨ ଟି ଉପନିର୍ବାଚନ ଓ କୋଭିଡ ମଧ୍ୟରେ ରଥଯାତ୍ରାର ସୁପରିଚାଳନା କରାଯାଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି।
୨୦୨୦ରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଟି ପଞ୍ଜିକୃତ ଅପରାଧ ମାମଲା ଆସିଥିଲା। ସେଥିମଧ୍ୟରୁ ୧ ଲକ୍ଷ ୧୦ ହଜାର ୭୪୧ ଟି ମାମଲା ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ୨୦୨୦ ମସିହାରେ ୩ହଜାର ୭୭୦ ଟି ମାମଲା ରୁଜୁ କରାଯାଇଥିଲା। ସେଥିରୁ ୨୦୫୯ ଟି ଦଙ୍ଗା ମାମଲା, ୩୫୨୪ ଟି ପ୍ରତାରଣ ମାମଲା, ୨୯୮୪ଟି ଦୁଷ୍କର୍ମ ମାମଲା, ୨୯୦୭ଟି ମାମଲା ସତ୍ୟ ମାମଲା ଅଟେ।
ତନ୍ମଧ୍ୟରୁ ୨୦୫୪ ଟି ଦୋଷାରପ ଫର୍ଦ୍ ଦାଖଲ ହୋଇଛି। ୨୦୨୦ ରେ ୪୮୮୮ଟି ଯୌତୁକ ଜନିତ ମାମଲା ରୁଜୁ ହୋଇଛି। ଧର୍ତବ୍ୟ ଅପରାଧ ୯୩ ହଜାର ୨୨୯, ନରହତ୍ୟା ୧୪୭୦ ମାମଲାର ପଞ୍ଜିକରଣ ହୋଇଛି। ସେଥିମଧ୍ୟରୁ ୬୯୪ ଟି ମାମଲାରେ ଚାର୍ଜସିଟ ଦାଖଲ କରିଛି ପୁଲିସ। ୨୦୨୦ ବର୍ଷରେ ୫୧୪ ଟି ଡକାୟତି ମାମଲା ସଂଗଠିତ ହୋଇଛି। ୨୧୬୬ ଟି ଲୁଣ୍ଠନ, ୪୫୦୦ ଟି ସିନ୍ଧି ଚୋରି ମାମଲା ପଞ୍ଜିକୃତ ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ହୋଇଛି। ସାମ୍ପ୍ରଦାୟିକ ସ୍ଥିତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବାବେଳେ ୨୦୨୦ ମସିହାରେ ୨୭ ଥର ହିନ୍ଦୁ ମୁସଲିମ, ୩ ଥର ହିନ୍ଦୁ ଖ୍ରୀଷ୍ଟିଆନ ବିଦ୍ୱେଷ ଦେଖାଦେଇଛି। କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭଗ ସଫଳ ହୋଇଛି। କାର୍ଯ୍ଯ ସମ୍ପାଦନ ସମୟରେ ୮୯୦୨ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ। କର୍ତ୍ତବ୍ୟ ସମ୍ପାଦନ ସମୟରେ ୪୮ ଜଣ ପ୍ରାଣ ହରାଇଛନ୍ତି। କରନାରୁ ସୁସ୍ଥ ହେବା ପରେ ୧୦୦୨ ଜଣ ପ୍ଲାଜମା ଦାନ କରିଛନ୍ତି। ୨୦୨୦ -୨୧ ମସିହାରେ ପୁଲିସ ତରଫରୁ ୧୮ ଥର ଗୁଳିଚଳନା କରାଯାଇଛି। ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଳା ଭାବେ ଘୋଷଣା କରାଯାଇଛି।