ସିବିଆଇ ଜାଲରେ ସହକାରୀ ପୋଷ୍ଟମାଷ୍ଟର; ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ି ହେଲେ ଗିରଫ

The Sakala Picture
Published On

ରାଉରକେଲା: ସିବିଆଇ ଜାଲରେ ରାଉରକେଲା ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର । ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ଵ ରଞ୍ଜନ ବେହେରା ୫୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ଦଲାଲ ଜରିଆରେ ଏହି ଲାଞ୍ଚ ଟଙ୍କା ନେଉଥିଲେ । ତେବେ ସଂପୃକ୍ତ ଦଲାଲକୁ ବି ଗିରଫ କରିଛି ସିବିଆଇ। ଆସିଣ୍ଟାଣ୍ଟ ପୋଷ୍ଟ ମାଷ୍ଟର ଓ ଦଲାଲଙ୍କୁ ଗିରଫ କରି ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଜଣେ ମହିଳା ଜମାକାରୀଙ୍କ […]

ରାଉରକେଲା: ସିବିଆଇ ଜାଲରେ ରାଉରକେଲା ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର । ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ଵ ରଞ୍ଜନ ବେହେରା ୫୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ଦଲାଲ ଜରିଆରେ ଏହି ଲାଞ୍ଚ ଟଙ୍କା ନେଉଥିଲେ । ତେବେ ସଂପୃକ୍ତ ଦଲାଲକୁ ବି ଗିରଫ କରିଛି ସିବିଆଇ। ଆସିଣ୍ଟାଣ୍ଟ ପୋଷ୍ଟ ମାଷ୍ଟର ଓ ଦଲାଲଙ୍କୁ ଗିରଫ କରି ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସୂଚନା ଅନୁସାରେ, ଜଣେ ମହିଳା ଜମାକାରୀଙ୍କ ଜମା ଟଙ୍କା ଦେବା ପାଇଁ ଦୁଇଲକ୍ଷ ଟଙ୍କା ମାଗିଥିଲେ। ୫୦ ହଜାର ନଗଦ ଟଙ୍କା ସହିତ ଦେଢଲଷ ଟଙ୍କା ଚେକ ନେଉଥିବା ସମୟରେ ବିଆଇ ହାତରେ ଧରାପଡିଲେ। ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ଚଢାଉ କରି ଟଙ୍କା ନେଉଥିବା ବେଳେ ସହକାରୀ ପୋଷ୍ଟମାଷ୍ଟର ଓ ଏଜେଣ୍ଟଙ୍କୁ ଗିରଫ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

27 Feb 2023 By The Sakala

ସିବିଆଇ ଜାଲରେ ସହକାରୀ ପୋଷ୍ଟମାଷ୍ଟର; ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ି ହେଲେ ଗିରଫ

ରାଉରକେଲା: ସିବିଆଇ ଜାଲରେ ରାଉରକେଲା ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର । ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ଵ ରଞ୍ଜନ ବେହେରା ୫୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ଦଲାଲ ଜରିଆରେ ଏହି ଲାଞ୍ଚ ଟଙ୍କା ନେଉଥିଲେ । ତେବେ ସଂପୃକ୍ତ ଦଲାଲକୁ ବି ଗିରଫ କରିଛି ସିବିଆଇ। ଆସିଣ୍ଟାଣ୍ଟ ପୋଷ୍ଟ ମାଷ୍ଟର ଓ ଦଲାଲଙ୍କୁ ଗିରଫ କରି ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଜଣେ ମହିଳା ଜମାକାରୀଙ୍କ ଜମା ଟଙ୍କା ଦେବା ପାଇଁ ଦୁଇଲକ୍ଷ ଟଙ୍କା ମାଗିଥିଲେ। ୫୦ ହଜାର ନଗଦ ଟଙ୍କା ସହିତ ଦେଢଲଷ ଟଙ୍କା ଚେକ ନେଉଥିବା ସମୟରେ ବିଆଇ ହାତରେ ଧରାପଡିଲେ। ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ଚଢାଉ କରି ଟଙ୍କା ନେଉଥିବା ବେଳେ ସହକାରୀ ପୋଷ୍ଟମାଷ୍ଟର ଓ ଏଜେଣ୍ଟଙ୍କୁ ଗିରଫ କରିଛନ୍ତି ।

https://www.thesakala.in/latest-odisha-news/sundargarh/rourkela-assistance-post-master-in-cbi-radar/article-19365
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର