ବାତ୍ୟା ସରିଗଲା ବୋଲି ଭାବିବେ ନାହିଁ, ଶାନ୍ତ ହୋଇ ପୁଣି ବହିବ ଦ୍ୱିତୀୟ ପର୍ଯ୍ୟାୟ ପବନ-ଏସଆରସି

The Sakala Picture
Published On

ଭୁବନେଶ୍ୱର: ବାତ୍ୟା ସମୟରେ ଗୋଟିଏ ଦଲକାରେ ସବୁ ପବନ ଯାଏଁ ନାହିଁ । ପବନର ବେଗ ଟିକେ ସ୍ଥିର ହୋଇଯାଇପାରେ । ପରେ ବଡ଼ ଧରଣ ଦଲକା ପବନ ଆସିବ। ଏଣୁ ଏହି ସମୟରେ ବାତ୍ୟା ସରଗଲା ଭାବି କେହିଁ ବାହାରକୁ ବାହାରନ୍ତୁ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଦଲକା ପବନ ବହିବ ତାହା ଅତି ଭୟଙ୍କର ହେବ। ଅଧିକ କ୍ଷୟକ୍ଷତି ଘଟିବ । ପ୍ରଥମ ଦଲକା ପବନ ପରେ ବାତ୍ୟାର ଆଖି ଗତି କରିବ […]

ଭୁବନେଶ୍ୱର: ବାତ୍ୟା ସମୟରେ ଗୋଟିଏ ଦଲକାରେ ସବୁ ପବନ ଯାଏଁ ନାହିଁ । ପବନର ବେଗ ଟିକେ ସ୍ଥିର ହୋଇଯାଇପାରେ । ପରେ ବଡ଼ ଧରଣ ଦଲକା ପବନ ଆସିବ। ଏଣୁ ଏହି ସମୟରେ ବାତ୍ୟା ସରଗଲା ଭାବି କେହିଁ ବାହାରକୁ ବାହାରନ୍ତୁ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଦଲକା ପବନ ବହିବ ତାହା ଅତି ଭୟଙ୍କର ହେବ। ଅଧିକ କ୍ଷୟକ୍ଷତି ଘଟିବ । ପ୍ରଥମ ଦଲକା ପବନ ପରେ ବାତ୍ୟାର ଆଖି ଗତି କରିବ ଏଣୁ ପବନ ବହିବା ପାଖାପାଖି ଅଧଘଣ୍ଟାରୁ ୪୫ ମିନିଟ ଯାଏଁ କମିଯାଇପାରେ। ଏବଂ ଏହି ସମୟରେ ଖରା ମଧ୍ୟ ଦେଖାଯାଇପାରେ । କିନ୍ତୁ ବାତ୍ୟା ସରିଗଲା ବୋଲି ଭାବିବେନାହିଁ ଏବଂ ଘରୁ କିମ୍ୱା ସୁରକ୍ଷିତ ସ୍ଥାନରୁ ବାହାରିବେ ନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । କିଛି ସମୟ ପବନ ବହିବା ବନ୍ଦ ହେବା ପରେ ପୁଣି ଅତି ଭୟଙ୍କର ଭାବେ ବିପରିତ ଦିଗରୁ ପବନ ବହିବ ଏବଂ ବ୍ୟାପକ କ୍ଷୟକ୍ଷତି ଘଟିବ । ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଏଭଳି ପବନ ବହିବ ବୋଲି କହିଛନ୍ତି ଏସ୍ଆରସି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

26 May 2021 By The Sakala

ବାତ୍ୟା ସରିଗଲା ବୋଲି ଭାବିବେ ନାହିଁ, ଶାନ୍ତ ହୋଇ ପୁଣି ବହିବ ଦ୍ୱିତୀୟ ପର୍ଯ୍ୟାୟ ପବନ-ଏସଆରସି

ଭୁବନେଶ୍ୱର: ବାତ୍ୟା ସମୟରେ ଗୋଟିଏ ଦଲକାରେ ସବୁ ପବନ ଯାଏଁ ନାହିଁ । ପବନର ବେଗ ଟିକେ ସ୍ଥିର ହୋଇଯାଇପାରେ । ପରେ ବଡ଼ ଧରଣ ଦଲକା ପବନ ଆସିବ। ଏଣୁ ଏହି ସମୟରେ ବାତ୍ୟା ସରଗଲା ଭାବି କେହିଁ ବାହାରକୁ ବାହାରନ୍ତୁ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଦଲକା ପବନ ବହିବ ତାହା ଅତି ଭୟଙ୍କର ହେବ। ଅଧିକ କ୍ଷୟକ୍ଷତି ଘଟିବ । ପ୍ରଥମ ଦଲକା ପବନ ପରେ ବାତ୍ୟାର ଆଖି ଗତି କରିବ ଏଣୁ ପବନ ବହିବା ପାଖାପାଖି ଅଧଘଣ୍ଟାରୁ ୪୫ ମିନିଟ ଯାଏଁ କମିଯାଇପାରେ। ଏବଂ ଏହି ସମୟରେ ଖରା ମଧ୍ୟ ଦେଖାଯାଇପାରେ । କିନ୍ତୁ ବାତ୍ୟା ସରିଗଲା ବୋଲି ଭାବିବେନାହିଁ ଏବଂ ଘରୁ କିମ୍ୱା ସୁରକ୍ଷିତ ସ୍ଥାନରୁ ବାହାରିବେ ନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । କିଛି ସମୟ ପବନ ବହିବା ବନ୍ଦ ହେବା ପରେ ପୁଣି ଅତି ଭୟଙ୍କର ଭାବେ ବିପରିତ ଦିଗରୁ ପବନ ବହିବ ଏବଂ ବ୍ୟାପକ କ୍ଷୟକ୍ଷତି ଘଟିବ । ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଏଭଳି ପବନ ବହିବ ବୋଲି କହିଛନ୍ତି ଏସ୍ଆରସି ।

https://www.thesakala.in/latest-odisha-news/src-pradeep-jena-on-cyclone-yaas/article-2427
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର