ଲୁଟେରା ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ୱାର୍ଡ: ମର୍ଣ୍ଣିଂ ୱାକ ଓ ମନ୍ଦିର ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ୍

The Sakala Picture
Published On

ଭୁବନେଶ୍ବର: ମହାରାଷ୍ଟ୍ରରୁ ଆସୁଥିଲେ, ଓଡ଼ିଶାରେ ଲୁଟୁଥିଲେ। ଓଡ଼ିଆ ପିଲାଙ୍କ ସହାୟତାରେ ଓଡିଶା ପୁଲିସର ଛାତିରେ ଛନକା ପୁରାଇ ଦେଇଥିବା ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ସ୍ପେଶାଲ ସ୍କ୍ୱାର୍ଡ । ମର୍ଣ୍ଣିଂ ୱାକ ଓ ମନ୍ଦିର ଯାଉଥିବା ମହିଳାଙ୍କୁ ଏମାନେ ଟାର୍ଗେଟ କରୁଥିଲେ। ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ହେଉଛନ୍ତି ଅମିତ ଶାଡାଙ୍କେ , ସୁବାସ ପ୍ରଧାନ ଓ ଜିତୁ ପ୍ରଧାନ। ୮୦ ଗ୍ରାମ ଓଜନର ୮ ଟି ସୁନା […]

ଭୁବନେଶ୍ବର: ମହାରାଷ୍ଟ୍ରରୁ ଆସୁଥିଲେ, ଓଡ଼ିଶାରେ ଲୁଟୁଥିଲେ। ଓଡ଼ିଆ ପିଲାଙ୍କ ସହାୟତାରେ ଓଡିଶା ପୁଲିସର ଛାତିରେ ଛନକା ପୁରାଇ ଦେଇଥିବା ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ସ୍ପେଶାଲ ସ୍କ୍ୱାର୍ଡ । ମର୍ଣ୍ଣିଂ ୱାକ ଓ ମନ୍ଦିର ଯାଉଥିବା ମହିଳାଙ୍କୁ ଏମାନେ ଟାର୍ଗେଟ କରୁଥିଲେ। ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ହେଉଛନ୍ତି ଅମିତ ଶାଡାଙ୍କେ , ସୁବାସ ପ୍ରଧାନ ଓ ଜିତୁ ପ୍ରଧାନ। ୮୦ ଗ୍ରାମ ଓଜନର ୮ ଟି ସୁନା ଚେନ, ୫ଟି ଇମିଟେସନ ଚେନ , ଦୁଇଟି ପଲସର ବାଇକ , ୨ ଟି ମୋବାଇଲ ଓ ଏକ ଧାରୁଆ ଛୁରୀ ସେମାନଙ୍କ ଠାରୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ। ବଡ଼ଗଡ଼, ଲକ୍ଷ୍ମୀସାଗର, ତମାଣ୍ଡୋ ଅଞ୍ଚଳରେ ଏମାନେ ଚେନ ଝାମ୍ପିବାର ସିସିଟିଭି ଫୁଟେଜ ପୁଲିସ ହାତରେ ଲାଗିଛି। ଅଭିଯୁକ୍ତଙ୍କ ନାଁରେ ଗୁଜୁରାଟ ସୁରଟ ବ୍ୟତୀତ ଭୁବନେଶ୍ୱର କଟକରେ ୯ ଟି ମାମଲା ରହିଛି। ଲୁଟ ସୁନାକୁ ବନ୍ଧା ପକାଇ ସେହି ଟଙ୍କାରେ ବ୍ରାଣ୍ଡେଡ଼ କପଡା, ଜୋତା ପିନ୍ଧିବା ସହ ମଦ ପିଇ ଲୁଟେରା ଅୟସ କରୁଥିବା କହିଛନ୍ତି କମିଶନର।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

27 Sep 2024 By The Sakala

ଲୁଟେରା ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ୱାର୍ଡ: ମର୍ଣ୍ଣିଂ ୱାକ ଓ ମନ୍ଦିର ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ବର: ମହାରାଷ୍ଟ୍ରରୁ ଆସୁଥିଲେ, ଓଡ଼ିଶାରେ ଲୁଟୁଥିଲେ। ଓଡ଼ିଆ ପିଲାଙ୍କ ସହାୟତାରେ ଓଡିଶା ପୁଲିସର ଛାତିରେ ଛନକା ପୁରାଇ ଦେଇଥିବା ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ସ୍ପେଶାଲ ସ୍କ୍ୱାର୍ଡ । ମର୍ଣ୍ଣିଂ ୱାକ ଓ ମନ୍ଦିର ଯାଉଥିବା ମହିଳାଙ୍କୁ ଏମାନେ ଟାର୍ଗେଟ କରୁଥିଲେ। ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ହେଉଛନ୍ତି ଅମିତ ଶାଡାଙ୍କେ , ସୁବାସ ପ୍ରଧାନ ଓ ଜିତୁ ପ୍ରଧାନ। ୮୦ ଗ୍ରାମ ଓଜନର ୮ ଟି ସୁନା ଚେନ, ୫ଟି ଇମିଟେସନ ଚେନ , ଦୁଇଟି ପଲସର ବାଇକ , ୨ ଟି ମୋବାଇଲ ଓ ଏକ ଧାରୁଆ ଛୁରୀ ସେମାନଙ୍କ ଠାରୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ। ବଡ଼ଗଡ଼, ଲକ୍ଷ୍ମୀସାଗର, ତମାଣ୍ଡୋ ଅଞ୍ଚଳରେ ଏମାନେ ଚେନ ଝାମ୍ପିବାର ସିସିଟିଭି ଫୁଟେଜ ପୁଲିସ ହାତରେ ଲାଗିଛି। ଅଭିଯୁକ୍ତଙ୍କ ନାଁରେ ଗୁଜୁରାଟ ସୁରଟ ବ୍ୟତୀତ ଭୁବନେଶ୍ୱର କଟକରେ ୯ ଟି ମାମଲା ରହିଛି। ଲୁଟ ସୁନାକୁ ବନ୍ଧା ପକାଇ ସେହି ଟଙ୍କାରେ ବ୍ରାଣ୍ଡେଡ଼ କପଡା, ଜୋତା ପିନ୍ଧିବା ସହ ମଦ ପିଇ ଲୁଟେରା ଅୟସ କରୁଥିବା କହିଛନ୍ତି କମିଶନର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର