କେନ୍ଦ୍ର ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ- ଟୁରିଷ୍ଟ ନେତାଙ୍କ କୌଣସି ପ୍ରଭାବ ଓଡ଼ିଶାରେ ପଡିବ ନାହିଁ

The Sakala Picture
Published On

ଭୁବନେଶ୍ବର : କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଶାସିତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କିଛି କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଓଡ଼ିଶାକୁ ଟୁରିଷ୍ଟ ଭଳି ଆସୁଛନ୍ତି। ନିର୍ବାଚନ ବେଳେ ବଡ଼ ବଡ଼ ବୟାନ ରଖୁଛନ୍ତି, ତା’ପରେ ଦେଖା ଦେବେନି। ଏମାନଙ୍କୁ ଓଡ଼ିଶାର ଜନତା ବିଶ୍ବାସ କରନ୍ତି ନାହିଁ ଏବଂ ଏହି ଟୁରିଷ୍ଟ ନେତାଙ୍କ କୌଣସି ପ୍ରଭାବ ଓଡ଼ିଶାରେ ପଡିବ ନାହିଁ  ବୋଲି ନବୀନ ପଟ୍ଟନାୟକ କହିଛନ୍ତି। […]

ଭୁବନେଶ୍ବର : କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଶାସିତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କିଛି କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଓଡ଼ିଶାକୁ ଟୁରିଷ୍ଟ ଭଳି ଆସୁଛନ୍ତି। ନିର୍ବାଚନ ବେଳେ ବଡ଼ ବଡ଼ ବୟାନ ରଖୁଛନ୍ତି, ତା’ପରେ ଦେଖା ଦେବେନି। ଏମାନଙ୍କୁ ଓଡ଼ିଶାର ଜନତା ବିଶ୍ବାସ କରନ୍ତି ନାହିଁ ଏବଂ ଏହି ଟୁରିଷ୍ଟ ନେତାଙ୍କ କୌଣସି ପ୍ରଭାବ ଓଡ଼ିଶାରେ ପଡିବ ନାହିଁ  ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ଦୀର୍ଘ ୧୪ ଦିନ ପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ

ଜାତୀୟ ସମ୍ବାଦ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ଏଥର କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଟୁରିଷ୍ଟ ଭଳି ଓଡ଼ିଶାକୁ ଆସୁଛନ୍ତି। ନିର୍ବାଚନ ପରେ ଏମାନେ ଅଦୃଶ୍ୟ ହୋଇଯିବେ। ଏମାନେ ଯାହାବି ବୟାନ ରଖିବେ ଏହାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ କି ଏମାନଙ୍କ ଘନ ଘନ ଗସ୍ତ କିଛି ପ୍ରଭାବ ପକାଇବ ନାହିଁ।

ଆହୁରି ପଢ଼ନ୍ତୁ: କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ ଆସିଲା SoP, ଆଡମିଶନ ବେଳେ ଦେଇଥିବା ଟଙ୍କା ଫେରସ୍ତ ପାଇବେ ପିଲା

ଏଥି ସହିତ ନବୀନ ପଟ୍ଟନାୟକ ବିଜେପି ନେତାମାନଙ୍କ ଆଶାଳୀନ ବକ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି। ନବୀନ କହିଛନ୍ତି ନିର୍ବାଚନ ପାଇଁ ଓଡ଼ିଶା ଆସୁଥିବା ବିଜେପିର ଟୁରିଷ୍ଟ ନେତା ଅପମାନ ଓ ଆଶାଳୀନ ବକ୍ତବ୍ୟ ରଖୁଛନ୍ତି।  ସେମାନଙ୍କ ବୟାନ ଦୁର୍ଭାଗ୍ୟଜନକ। ସେମାନେ ଯେଉଁ ଭଳି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି, ତାକୁ ଓଡିଶାବାସୀ କଦାପି ଗ୍ରହଣ କରିବେ ନାହିଁ।

17 May 2024 By The Sakala

କେନ୍ଦ୍ର ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ- ଟୁରିଷ୍ଟ ନେତାଙ୍କ କୌଣସି ପ୍ରଭାବ ଓଡ଼ିଶାରେ ପଡିବ ନାହିଁ

ଭୁବନେଶ୍ବର : କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଶାସିତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କିଛି କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଓଡ଼ିଶାକୁ ଟୁରିଷ୍ଟ ଭଳି ଆସୁଛନ୍ତି। ନିର୍ବାଚନ ବେଳେ ବଡ଼ ବଡ଼ ବୟାନ ରଖୁଛନ୍ତି, ତା’ପରେ ଦେଖା ଦେବେନି। ଏମାନଙ୍କୁ ଓଡ଼ିଶାର ଜନତା ବିଶ୍ବାସ କରନ୍ତି ନାହିଁ ଏବଂ ଏହି ଟୁରିଷ୍ଟ ନେତାଙ୍କ କୌଣସି ପ୍ରଭାବ ଓଡ଼ିଶାରେ ପଡିବ ନାହିଁ  ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଜାତୀୟ ସମ୍ବାଦ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ଏଥର କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଟୁରିଷ୍ଟ ଭଳି ଓଡ଼ିଶାକୁ ଆସୁଛନ୍ତି। ନିର୍ବାଚନ ପରେ ଏମାନେ ଅଦୃଶ୍ୟ ହୋଇଯିବେ। ଏମାନେ ଯାହାବି ବୟାନ ରଖିବେ ଏହାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ କି ଏମାନଙ୍କ ଘନ ଘନ ଗସ୍ତ କିଛି ପ୍ରଭାବ ପକାଇବ ନାହିଁ।

ଏଥି ସହିତ ନବୀନ ପଟ୍ଟନାୟକ ବିଜେପି ନେତାମାନଙ୍କ ଆଶାଳୀନ ବକ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି। ନବୀନ କହିଛନ୍ତି ନିର୍ବାଚନ ପାଇଁ ଓଡ଼ିଶା ଆସୁଥିବା ବିଜେପିର ଟୁରିଷ୍ଟ ନେତା ଅପମାନ ଓ ଆଶାଳୀନ ବକ୍ତବ୍ୟ ରଖୁଛନ୍ତି।  ସେମାନଙ୍କ ବୟାନ ଦୁର୍ଭାଗ୍ୟଜନକ। ସେମାନେ ଯେଉଁ ଭଳି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି, ତାକୁ ଓଡିଶାବାସୀ କଦାପି ଗ୍ରହଣ କରିବେ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର