ସ୍କ୍ରବ୍ ଟାଇଫସ ସ୍ଥିତି ସମୀକ୍ଷା ପାଇଁ ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ଟିମ୍

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ଟିମ । ସ୍କ୍ରବ ଟାଇଫସ ସ୍ଥିତି ସମୀକ୍ଷା ପାଇଁ ସୁନ୍ଦରଗଡ଼ ଆସିଲେ ଜାତୀୟ ସ୍ବାସ୍ଥ୍ୟ ମିଶନର ଛଅ ଜଣିଆ ଟିମ । ଜିଲ୍ଲାରେ ସ୍କ୍ରବ ଟାଇଫସ ସ୍ଥିତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ଟିମ୍ । ଛଅ ଜଣିଆ ଟିମରେ ୪ ଜଣ କେନ୍ଦ୍ରରୁ ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୨ ଜଣ ଅଧିକାରୀ ସାମିଲ । ସିଡିଏମଓଙ୍କ କାର୍ଯ୍ୟାଳୟ […]

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ଟିମ । ସ୍କ୍ରବ ଟାଇଫସ ସ୍ଥିତି ସମୀକ୍ଷା ପାଇଁ ସୁନ୍ଦରଗଡ଼ ଆସିଲେ ଜାତୀୟ ସ୍ବାସ୍ଥ୍ୟ ମିଶନର ଛଅ ଜଣିଆ ଟିମ । ଜିଲ୍ଲାରେ ସ୍କ୍ରବ ଟାଇଫସ ସ୍ଥିତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ଟିମ୍ । ଛଅ ଜଣିଆ ଟିମରେ ୪ ଜଣ କେନ୍ଦ୍ରରୁ ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୨ ଜଣ ଅଧିକାରୀ ସାମିଲ । ସିଡିଏମଓଙ୍କ କାର୍ଯ୍ୟାଳୟ କନଫରେନସ ହଲରେ ଚାଲିଛି ସମୀକ୍ଷା ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

30 Sep 2023 By The Sakala

ସ୍କ୍ରବ୍ ଟାଇଫସ ସ୍ଥିତି ସମୀକ୍ଷା ପାଇଁ ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ଟିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ଟିମ । ସ୍କ୍ରବ ଟାଇଫସ ସ୍ଥିତି ସମୀକ୍ଷା ପାଇଁ ସୁନ୍ଦରଗଡ଼ ଆସିଲେ ଜାତୀୟ ସ୍ବାସ୍ଥ୍ୟ ମିଶନର ଛଅ ଜଣିଆ ଟିମ । ଜିଲ୍ଲାରେ ସ୍କ୍ରବ ଟାଇଫସ ସ୍ଥିତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ଟିମ୍ । ଛଅ ଜଣିଆ ଟିମରେ ୪ ଜଣ କେନ୍ଦ୍ରରୁ ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୨ ଜଣ ଅଧିକାରୀ ସାମିଲ । ସିଡିଏମଓଙ୍କ କାର୍ଯ୍ୟାଳୟ କନଫରେନସ ହଲରେ ଚାଲିଛି ସମୀକ୍ଷା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର