ନୋ ଏକ୍ସଜେଞ୍ଜ ନୋ ରିଟର୍ଣ୍ଣ କହିପାରିବେନି ଶୋ’ ରୁମ୍

The Sakala Picture
Published On

କଟକ: ନୋ ଏକ୍ସଜେଞ୍ଜ ନୋ ରିଟର୍ଣ୍ଣ କହିପାରିବେନି ଶୋ’ ରୁମ । ଖଆଉଟିଙ୍କୁ ସାମଗ୍ରୀ ପସନ୍ଦ ନ ଆସିଲେ ଫେରାଇ ପରିବେ। ଏପରି ନିର୍ଦ୍ଦେଶ ଦେଇଛନ୍ତି ଆଜି କଟକ ଜିଲ୍ଲା ଖାଉଟି ଅଦାଲତ। ସୂଚନା ଅନୁଯାୟୀ, ଜଣେ ଓକିଲ କଟକ ଦୋଳମୁଣ୍ଡେଇର ଏକ ଶୋ’ ରୁମରୁ ପାଟଶାଢୀ କିଣିଥିଲେ। ପରେ ସେ ପାଟଶାଢୀଟି ପସନ୍ଦ ନ ଆସିଥିବାରୁ ଫେରାଇବାକୁ ଯାଇଥିଲେ। ହେଲେ ଉକ୍ତ ଶୋ’ ରୁମ ତାଙ୍କଠୁ ଦେଇଥିବା ପାଟଶାଢୀଟି ଗ୍ରହଣ କରିବନି ବୋଲି କହି ଦେଇଥିଲା। […]

କଟକ: ନୋ ଏକ୍ସଜେଞ୍ଜ ନୋ ରିଟର୍ଣ୍ଣ କହିପାରିବେନି ଶୋ’ ରୁମ । ଖଆଉଟିଙ୍କୁ ସାମଗ୍ରୀ ପସନ୍ଦ ନ ଆସିଲେ ଫେରାଇ ପରିବେ। ଏପରି ନିର୍ଦ୍ଦେଶ ଦେଇଛନ୍ତି ଆଜି କଟକ ଜିଲ୍ଲା ଖାଉଟି ଅଦାଲତ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ସୂଚନା ଅନୁଯାୟୀ, ଜଣେ ଓକିଲ କଟକ ଦୋଳମୁଣ୍ଡେଇର ଏକ ଶୋ’ ରୁମରୁ ପାଟଶାଢୀ କିଣିଥିଲେ। ପରେ ସେ ପାଟଶାଢୀଟି ପସନ୍ଦ ନ ଆସିଥିବାରୁ ଫେରାଇବାକୁ ଯାଇଥିଲେ। ହେଲେ ଉକ୍ତ ଶୋ’ ରୁମ ତାଙ୍କଠୁ ଦେଇଥିବା ପାଟଶାଢୀଟି ଗ୍ରହଣ କରିବନି ବୋଲି କହି ଦେଇଥିଲା। ଏହା ପରେ ଓକିଲ ଜଣଙ୍କ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣଣି କରି ସମ୍ପୃକ୍ତ ଶୋ’ ରୁମକୁ ୪୦ ହଜାର ଟଙ୍କାର ଜରିମନା ସହ ଉକ୍ତ ପାଟଶାଢୀର ଟଙ୍କା ଗ୍ରାହକଙ୍କୁ ଫେରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହିଥିସହ ଅଦାଲତ ମାମଲରେ ଖର୍ଟ୍ଟ ହୋଇଥିବା ୧୦ ହଜାର ଟଙ୍କା ଦେବାକୁ ମଧ୍ଯ କଟକ ଜିଲ୍ଲା ଖାଉଟି ଅଦାଲତ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

26 Apr 2021 By The Sakala

ନୋ ଏକ୍ସଜେଞ୍ଜ ନୋ ରିଟର୍ଣ୍ଣ କହିପାରିବେନି ଶୋ’ ରୁମ୍

କଟକ: ନୋ ଏକ୍ସଜେଞ୍ଜ ନୋ ରିଟର୍ଣ୍ଣ କହିପାରିବେନି ଶୋ’ ରୁମ । ଖଆଉଟିଙ୍କୁ ସାମଗ୍ରୀ ପସନ୍ଦ ନ ଆସିଲେ ଫେରାଇ ପରିବେ। ଏପରି ନିର୍ଦ୍ଦେଶ ଦେଇଛନ୍ତି ଆଜି କଟକ ଜିଲ୍ଲା ଖାଉଟି ଅଦାଲତ।

ସୂଚନା ଅନୁଯାୟୀ, ଜଣେ ଓକିଲ କଟକ ଦୋଳମୁଣ୍ଡେଇର ଏକ ଶୋ’ ରୁମରୁ ପାଟଶାଢୀ କିଣିଥିଲେ। ପରେ ସେ ପାଟଶାଢୀଟି ପସନ୍ଦ ନ ଆସିଥିବାରୁ ଫେରାଇବାକୁ ଯାଇଥିଲେ। ହେଲେ ଉକ୍ତ ଶୋ’ ରୁମ ତାଙ୍କଠୁ ଦେଇଥିବା ପାଟଶାଢୀଟି ଗ୍ରହଣ କରିବନି ବୋଲି କହି ଦେଇଥିଲା। ଏହା ପରେ ଓକିଲ ଜଣଙ୍କ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣଣି କରି ସମ୍ପୃକ୍ତ ଶୋ’ ରୁମକୁ ୪୦ ହଜାର ଟଙ୍କାର ଜରିମନା ସହ ଉକ୍ତ ପାଟଶାଢୀର ଟଙ୍କା ଗ୍ରାହକଙ୍କୁ ଫେରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହିଥିସହ ଅଦାଲତ ମାମଲରେ ଖର୍ଟ୍ଟ ହୋଇଥିବା ୧୦ ହଜାର ଟଙ୍କା ଦେବାକୁ ମଧ୍ଯ କଟକ ଜିଲ୍ଲା ଖାଉଟି ଅଦାଲତ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର