ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୫ ଆହତ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ଶରଧାବାଲି ଗୁଟଖା କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପୋଡି ହୋଇ ୨୫ଜଣ ଗୁରୁତର ଥିବା ଜଣାପଡ଼ିଛି । ସମସ୍ତଙ୍କ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି । ସୂଚନା ଅନୁଯାୟ, ସୋମବାର ଦିନ ପ୍ରାୟ ୧୨ଟା ସମୟରେ ଉତ୍ପାଦନ ୟୁନିଟର କୌଣସି ମେସିନ୍‌ ଫାଟିଯାଇଥିବାରୁ ଅଗ୍ନିକାଣ୍ଡ ହୋଇଛି । ଏଥିରେ ପ୍ରାୟ ୨୫ […]

ସମ୍ବଲପୁର: ସମ୍ବଲପୁର ଶରଧାବାଲି ଗୁଟଖା କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପୋଡି ହୋଇ ୨୫ଜଣ ଗୁରୁତର ଥିବା ଜଣାପଡ଼ିଛି । ସମସ୍ତଙ୍କ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

ସୂଚନା ଅନୁଯାୟ, ସୋମବାର ଦିନ ପ୍ରାୟ ୧୨ଟା ସମୟରେ ଉତ୍ପାଦନ ୟୁନିଟର କୌଣସି ମେସିନ୍‌ ଫାଟିଯାଇଥିବାରୁ ଅଗ୍ନିକାଣ୍ଡ ହୋଇଛି । ଏଥିରେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ଅଧିକାଂଶ କର୍ମଚାରୀ ଉତ୍ତରପ୍ରଦେଶର ବୋଲି କୁହାଯାଉଛି। ସମସ୍ତଙ୍କୁ ବୁର୍ଲା ଆଶୁ ଚିକତ୍ସା ବିଭାଗରେ ଭର୍ତ୍ତି କରାଯାଇଛି ।

20 Dec 2021 By The Sakala

ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୫ ଆହତ

ସମ୍ବଲପୁର: ସମ୍ବଲପୁର ଶରଧାବାଲି ଗୁଟଖା କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପୋଡି ହୋଇ ୨୫ଜଣ ଗୁରୁତର ଥିବା ଜଣାପଡ଼ିଛି । ସମସ୍ତଙ୍କ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି ।

ସୂଚନା ଅନୁଯାୟ, ସୋମବାର ଦିନ ପ୍ରାୟ ୧୨ଟା ସମୟରେ ଉତ୍ପାଦନ ୟୁନିଟର କୌଣସି ମେସିନ୍‌ ଫାଟିଯାଇଥିବାରୁ ଅଗ୍ନିକାଣ୍ଡ ହୋଇଛି । ଏଥିରେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ଅଧିକାଂଶ କର୍ମଚାରୀ ଉତ୍ତରପ୍ରଦେଶର ବୋଲି କୁହାଯାଉଛି। ସମସ୍ତଙ୍କୁ ବୁର୍ଲା ଆଶୁ ଚିକତ୍ସା ବିଭାଗରେ ଭର୍ତ୍ତି କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର