ସମ୍ବଲପୁର ଅବକାରୀ ବିଭାଗରେ ମହାଘୋଟାଲା: ୩.୬୭ କୋଟି ଟଙ୍କା ହେରଫେର୍, ୨ଗିରଫ

Madhusudan Das Picture
Published On

ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗରେ ମହାଘୋଟାଲା ।  ସରକାରୀ ଖଜଣାରୁ ୩କୋଟି ୬୭ ଲକ୍ଷ ଟଙ୍କା  ହେରଫେର୍ ମାମଲାରେ ୨ଜଣ ଗିରଫ । ଅବକାରୀ କାର୍ଯ୍ୟାଳୟରେ ଆର୍ଥିକ ଅନିୟମିତତା ସମ୍ବନ୍ଧୀୟ ୩.୬୭ କୋଟି ଟଙ୍କା ଘୋଟାଲା ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୨୩ ଲକ୍ଷ ୪୬ ହଜାର ୫୦୦ ଟଙ୍କା ନଗଦ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

ପେନସନ ନାଁରେ ଅବସରପ୍ରାପ୍ତ ଅଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ କିରାଣୀ । ପରେ ସେହି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ପଠାଯାଉଥିଲା । ଗତ ମାର୍ଚ୍ଚ ୯ ତାରିଖରେ ଟଙ୍କା ଲୁଟ୍‌ ନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହା ସହିତ ଭିନ୍ନ ଭିନ୍ନ ଖାତାରେ ଥିବା ଟଙ୍କାକୁ ମଧ୍ୟ ଫ୍ରିଜ୍ କରାଯାଇଛି। ୧୪ ଲକ୍ଷ ଟଙ୍କା DDO ଆକାଉଣ୍ଟରେ ଜମା ହୋଇଥିବାବେଳେ, ୨୦ ଲକ୍ଷ ଟଙ୍କା UCO ବ୍ୟାଙ୍କ ଖୁଣ୍ଟୁଣି ଶାଖାରେ ଏବଂ ୧୦ ଲକ୍ଷ ଟଙ୍କା ସମ୍ବଲପୁର ମୁଖ୍ୟ ଶାଖାରେ ଅଚ୍ୟୁତ ଦେହୁରୀଙ୍କ ଖାତାରୁ ବ୍ଲକ୍ କରାଯାଇଛି। ମୋଟ ୪୪ ଲକ୍ଷ ଟଙ୍କା ଫ୍ରିଜ୍ ହୋଇଥିବାବେଳେ, ଜବତ ନଗଦ ସହିତ ମୋଟ ୬୭ ଲକ୍ଷ ୪୬ ହଜାର ୫୦୦ ଟଙ୍କା ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

03 Apr 2026 By Madhusudan Das

ସମ୍ବଲପୁର ଅବକାରୀ ବିଭାଗରେ ମହାଘୋଟାଲା: ୩.୬୭ କୋଟି ଟଙ୍କା ହେରଫେର୍, ୨ଗିରଫ

ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗରେ ମହାଘୋଟାଲା ।  ସରକାରୀ ଖଜଣାରୁ ୩କୋଟି ୬୭ ଲକ୍ଷ ଟଙ୍କା  ହେରଫେର୍ ମାମଲାରେ ୨ଜଣ ଗିରଫ । ଅବକାରୀ କାର୍ଯ୍ୟାଳୟରେ ଆର୍ଥିକ ଅନିୟମିତତା ସମ୍ବନ୍ଧୀୟ ୩.୬୭ କୋଟି ଟଙ୍କା ଘୋଟାଲା ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୨୩ ଲକ୍ଷ ୪୬ ହଜାର ୫୦୦ ଟଙ୍କା ନଗଦ ଜବତ କରାଯାଇଛି।

ପେନସନ ନାଁରେ ଅବସରପ୍ରାପ୍ତ ଅଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ କିରାଣୀ । ପରେ ସେହି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ପଠାଯାଉଥିଲା । ଗତ ମାର୍ଚ୍ଚ ୯ ତାରିଖରେ ଟଙ୍କା ଲୁଟ୍‌ ନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହା ସହିତ ଭିନ୍ନ ଭିନ୍ନ ଖାତାରେ ଥିବା ଟଙ୍କାକୁ ମଧ୍ୟ ଫ୍ରିଜ୍ କରାଯାଇଛି। ୧୪ ଲକ୍ଷ ଟଙ୍କା DDO ଆକାଉଣ୍ଟରେ ଜମା ହୋଇଥିବାବେଳେ, ୨୦ ଲକ୍ଷ ଟଙ୍କା UCO ବ୍ୟାଙ୍କ ଖୁଣ୍ଟୁଣି ଶାଖାରେ ଏବଂ ୧୦ ଲକ୍ଷ ଟଙ୍କା ସମ୍ବଲପୁର ମୁଖ୍ୟ ଶାଖାରେ ଅଚ୍ୟୁତ ଦେହୁରୀଙ୍କ ଖାତାରୁ ବ୍ଲକ୍ କରାଯାଇଛି। ମୋଟ ୪୪ ଲକ୍ଷ ଟଙ୍କା ଫ୍ରିଜ୍ ହୋଇଥିବାବେଳେ, ଜବତ ନଗଦ ସହିତ ମୋଟ ୬୭ ଲକ୍ଷ ୪୬ ହଜାର ୫୦୦ ଟଙ୍କା ଜବତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର