ଭାରସାମ୍ୟ ହରାଇ ନୂଆପଡା ଛକରେ ଓଲଟିଲା ଯାତ୍ରୀବାହି ବସ୍, ୧୫ ଆହତ

The Sakala Picture
Published On

ରେଢାଖୋଲ: ଭାରସାମ୍ୟ ହରାଇ ନୂଆପଡା ଛକରେ ଓଲଟିଲା ଯାତ୍ରୀବାହି ସିଭମ ବସ୍ । ସମ୍ବଲପୁର ଜିଲ୍ଲା ଚାରମାଳ ସୁଖାନାଳ ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଏକ ଯାତ୍ରୀବାହି ବସ୍ ଭୁବନେଶ୍ୱରରୁ ହୀରାକୁଦ ଯାଉଥିଲା। ସକାଳ ୪.୪୦ ସମୟରେ ଚାରମାଳ ସୁଖାନାଳ ଠାରେ ବସ୍ ଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। […]

ରେଢାଖୋଲ: ଭାରସାମ୍ୟ ହରାଇ ନୂଆପଡା ଛକରେ ଓଲଟିଲା ଯାତ୍ରୀବାହି ସିଭମ ବସ୍ । ସମ୍ବଲପୁର ଜିଲ୍ଲା ଚାରମାଳ ସୁଖାନାଳ ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ସୂଚନା ଅନୁଯାୟୀ, ଏକ ଯାତ୍ରୀବାହି ବସ୍ ଭୁବନେଶ୍ୱରରୁ ହୀରାକୁଦ ଯାଉଥିଲା। ସକାଳ ୪.୪୦ ସମୟରେ ଚାରମାଳ ସୁଖାନାଳ ଠାରେ ବସ୍ ଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ଗାଡି ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

05 Feb 2024 By The Sakala

ଭାରସାମ୍ୟ ହରାଇ ନୂଆପଡା ଛକରେ ଓଲଟିଲା ଯାତ୍ରୀବାହି ବସ୍, ୧୫ ଆହତ

ରେଢାଖୋଲ: ଭାରସାମ୍ୟ ହରାଇ ନୂଆପଡା ଛକରେ ଓଲଟିଲା ଯାତ୍ରୀବାହି ସିଭମ ବସ୍ । ସମ୍ବଲପୁର ଜିଲ୍ଲା ଚାରମାଳ ସୁଖାନାଳ ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଏକ ଯାତ୍ରୀବାହି ବସ୍ ଭୁବନେଶ୍ୱରରୁ ହୀରାକୁଦ ଯାଉଥିଲା। ସକାଳ ୪.୪୦ ସମୟରେ ଚାରମାଳ ସୁଖାନାଳ ଠାରେ ବସ୍ ଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ଗାଡି ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର