ବୁଡ଼ିଗଲେ ୩ ଏମସିଏଲ କର୍ମଚାରୀ: ଜଣେ ଉଦ୍ଧାର, ଦୁଇ ନିଖୋଜ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ବୁର୍ଲା ଝାଙ୍କରାଣୀ ମନ୍ଦିର ସ୍ଥିତ ଜିରୋ ପଏଣ୍ଟରେ ଅଘଟଣ । ୩ ଜଣ ଏମସିଏଲ କର୍ମଚାରୀ ବୁଡ଼ିଯାଇଥିବା ଜଣାପଡ଼ିଛି। ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜଙ୍କ ସନ୍ଧାନ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ସକାଳେ ଜଣେ ଯୁବତୀଙ୍କ ସହିତ ୩ ଜଣ ଯୁବକ ମନ୍ଦିର ନିକଟରେ ଭୋଜି କରୁଥିଲେ । […]

ସମ୍ବଲପୁର: ସମ୍ବଲପୁର ବୁର୍ଲା ଝାଙ୍କରାଣୀ ମନ୍ଦିର ସ୍ଥିତ ଜିରୋ ପଏଣ୍ଟରେ ଅଘଟଣ । ୩ ଜଣ ଏମସିଏଲ କର୍ମଚାରୀ ବୁଡ଼ିଯାଇଥିବା ଜଣାପଡ଼ିଛି। ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜଙ୍କ ସନ୍ଧାନ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସୂଚନା ଅନୁଯାୟୀ, ସକାଳେ ଜଣେ ଯୁବତୀଙ୍କ ସହିତ ୩ ଜଣ ଯୁବକ ମନ୍ଦିର ନିକଟରେ ଭୋଜି କରୁଥିଲେ । ପରେ ୩ ଜଣ ଡ୍ୟାମରେ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲେ । ସମସ୍ତେ ଏମସିଏଲର ନବ ନିଯୁକ୍ତ କର୍ମଚାରୀ ବୋଲି ଜଣାପଡ଼ିଛି । ନିଖୋଜ କର୍ମଚାରୀମାନେ ହେଲେ ଏମସିଏଲର ମାଇନିଂ ମ୍ୟାନେଜର ମହେଶ ଛିତୋରି ଏବଂ ଅଭିଷେକ କୁମାର । ରାତି ହୋଇ ଯାଇଥିବା ବେଳେ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ଯରେ ସାମାନ୍ୟ ସମସ୍ୟା ହେଉଛି । ନିଖୋଜମାନେ ସେଠାକୁ ପ୍ରଥମ କରି ଆସିଥିବାରୁ ଜିରୋ ପଏଣ୍ଟ ସମ୍ପର୍କରେ ଜାଣି ନ ଥିବା ଓ ସେଠାକୁ ଗାଧୋଇବାକୁ ପଳାଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

07 Aug 2022 By The Sakala

ବୁଡ଼ିଗଲେ ୩ ଏମସିଏଲ କର୍ମଚାରୀ: ଜଣେ ଉଦ୍ଧାର, ଦୁଇ ନିଖୋଜ

ସମ୍ବଲପୁର: ସମ୍ବଲପୁର ବୁର୍ଲା ଝାଙ୍କରାଣୀ ମନ୍ଦିର ସ୍ଥିତ ଜିରୋ ପଏଣ୍ଟରେ ଅଘଟଣ । ୩ ଜଣ ଏମସିଏଲ କର୍ମଚାରୀ ବୁଡ଼ିଯାଇଥିବା ଜଣାପଡ଼ିଛି। ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜଙ୍କ ସନ୍ଧାନ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସକାଳେ ଜଣେ ଯୁବତୀଙ୍କ ସହିତ ୩ ଜଣ ଯୁବକ ମନ୍ଦିର ନିକଟରେ ଭୋଜି କରୁଥିଲେ । ପରେ ୩ ଜଣ ଡ୍ୟାମରେ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲେ । ସମସ୍ତେ ଏମସିଏଲର ନବ ନିଯୁକ୍ତ କର୍ମଚାରୀ ବୋଲି ଜଣାପଡ଼ିଛି । ନିଖୋଜ କର୍ମଚାରୀମାନେ ହେଲେ ଏମସିଏଲର ମାଇନିଂ ମ୍ୟାନେଜର ମହେଶ ଛିତୋରି ଏବଂ ଅଭିଷେକ କୁମାର । ରାତି ହୋଇ ଯାଇଥିବା ବେଳେ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ଯରେ ସାମାନ୍ୟ ସମସ୍ୟା ହେଉଛି । ନିଖୋଜମାନେ ସେଠାକୁ ପ୍ରଥମ କରି ଆସିଥିବାରୁ ଜିରୋ ପଏଣ୍ଟ ସମ୍ପର୍କରେ ଜାଣି ନ ଥିବା ଓ ସେଠାକୁ ଗାଧୋଇବାକୁ ପଳାଥିବା ଅନୁମାନ କରାଯାଉଛି।

https://www.thesakala.in/latest-odisha-news/sambalpur/3-mcl-workers-drowned-one-rescued-two-missing/article-13951
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର