୩୦ ଜିଲ୍ଲାରେ ସରିଲା ‘ସକାଳ’ ବିତର୍କ ପ୍ରତିଯୋଗିତା

The Sakala Picture
Published On

ଭୁବନେଶ୍ବର: ଦୈନିକ ସକାଳର ଦ୍ବିତୀୟ ସ୍ବନକ୍ଷତ୍ର ଅବସରରେ ରାଜ୍ୟ ସ୍ତରୀୟ ବିତର୍କ ପ୍ରତିଯୋଗିତା। ୩୦ ଟି ଜିଲା ଓ ୨ଟି ମହାନଗରରେ ମୁଖ୍ୟାଳୟରେ ବିତର୍କ ପ୍ରତିଯୋଗିତା ହୋଇଛି । କନିଷ୍ଠ ବର୍ଗ ବିଭାଗ ପ୍ରତଯୋଗିତାରେ ଓଡ଼ିଆ ଚଳଣିରେ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିଷୟ ଥିଲା । ଆଜି ଭୁବନେଶ୍ବରର ଏକ ଘରୋଇ କଲେଜରେ ଆୟୋଜିତ କନିଷ୍ଠ ବିଭାଗ ବିତର୍କ ପ୍ରତିଯୋଗିତାରେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ଜଗନ୍ନାଥ […]

ଭୁବନେଶ୍ବର: ଦୈନିକ ସକାଳର ଦ୍ବିତୀୟ ସ୍ବନକ୍ଷତ୍ର ଅବସରରେ ରାଜ୍ୟ ସ୍ତରୀୟ ବିତର୍କ ପ୍ରତିଯୋଗିତା। ୩୦ ଟି ଜିଲା ଓ ୨ଟି ମହାନଗରରେ ମୁଖ୍ୟାଳୟରେ ବିତର୍କ ପ୍ରତିଯୋଗିତା ହୋଇଛି । କନିଷ୍ଠ ବର୍ଗ ବିଭାଗ ପ୍ରତଯୋଗିତାରେ ଓଡ଼ିଆ ଚଳଣିରେ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିଷୟ ଥିଲା । ଆଜି ଭୁବନେଶ୍ବରର ଏକ ଘରୋଇ କଲେଜରେ ଆୟୋଜିତ କନିଷ୍ଠ ବିଭାଗ ବିତର୍କ ପ୍ରତିଯୋଗିତାରେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ପ୍ରେମ କରୁଥିଲା ଗୋଟେ ଛୁଆର ବାପା, ମିଛ ବିବାହ ଓ ପ୍ରତାରଣା ଅଭିଯୋଗରେ ବାନ୍ଧିଲା ପୋଲିସ

ଛାତ୍ରଛାତ୍ରୀ ମାନେ ଜଗନ୍ନାଥ ସଂସ୍କୃତି ନେଇ ବକ୍ତବ୍ୟ ଦେଇଥିଲେ। ଆଜିର ବିତର୍କ ପ୍ରତିଯୋଗିତାରେ ଭୁବନେଶ୍ବରର ପ୍ରୀତିପ୍ରିୟା ମିଶ୍ର, ଅମନ ଆଚାର୍ଯ୍ଯ ଓ ଶୁଭ୍ରାଂଶୁ ସାହୁଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗୀ ଭାବରେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ବିତର୍କ ପ୍ରତିଯୋଗିତାରେ ଅବସରପ୍ରାପ୍ତ ପ୍ରମୁଖ ଆୟକର କମିଶନର ଶରତ ଚନ୍ଦ୍ର ଦାଶ, ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରବନ୍ଧକ ନଟବର ବେହେରା ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତିକୁ ଅପମାନ: ଇସ୍କନର ମନମାନି ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଆ ଅସ୍ମିତା ପରିଷଦ

ସେହିପରି ରାଷ୍ଟ୍ରୀୟ ଶିକ୍ଷା ଅଧିକାର ଅଭିଯାନ ଓଡ଼ିଶା ଶାଖାର ପୂର୍ବତନ ରାଜ୍ୟ ସଂଯୋଜକ ଅଦ୍ୱୈତ ବଳିୟାରସିଂ, ଜୁପିଟର ମହିଳା କଲଜେର ପ୍ରିନ୍ସିପାଲ ମଧୁସ୍ମିତା ସାମନ୍ତରାୟ, ସକାଳର ବୁରୋ ମୁଖ୍ୟ ରଣଜିତ ମହାନ୍ତି, ସହଯୋଗୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ, ସରକ୍ୟୁଲେସନ୍ ଡିଜିଏମ୍ ବିଜୟ କୁମାର ଦାଶ ବିଚାରକ ମଣ୍ଡଳୀ ଭାବରେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’

13 Nov 2022 By The Sakala

୩୦ ଜିଲ୍ଲାରେ ସରିଲା ‘ସକାଳ’ ବିତର୍କ ପ୍ରତିଯୋଗିତା

ଭୁବନେଶ୍ବର: ଦୈନିକ ସକାଳର ଦ୍ବିତୀୟ ସ୍ବନକ୍ଷତ୍ର ଅବସରରେ ରାଜ୍ୟ ସ୍ତରୀୟ ବିତର୍କ ପ୍ରତିଯୋଗିତା। ୩୦ ଟି ଜିଲା ଓ ୨ଟି ମହାନଗରରେ ମୁଖ୍ୟାଳୟରେ ବିତର୍କ ପ୍ରତିଯୋଗିତା ହୋଇଛି । କନିଷ୍ଠ ବର୍ଗ ବିଭାଗ ପ୍ରତଯୋଗିତାରେ ଓଡ଼ିଆ ଚଳଣିରେ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିଷୟ ଥିଲା । ଆଜି ଭୁବନେଶ୍ବରର ଏକ ଘରୋଇ କଲେଜରେ ଆୟୋଜିତ କନିଷ୍ଠ ବିଭାଗ ବିତର୍କ ପ୍ରତିଯୋଗିତାରେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଛାତ୍ରଛାତ୍ରୀ ମାନେ ଜଗନ୍ନାଥ ସଂସ୍କୃତି ନେଇ ବକ୍ତବ୍ୟ ଦେଇଥିଲେ। ଆଜିର ବିତର୍କ ପ୍ରତିଯୋଗିତାରେ ଭୁବନେଶ୍ବରର ପ୍ରୀତିପ୍ରିୟା ମିଶ୍ର, ଅମନ ଆଚାର୍ଯ୍ଯ ଓ ଶୁଭ୍ରାଂଶୁ ସାହୁଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗୀ ଭାବରେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ବିତର୍କ ପ୍ରତିଯୋଗିତାରେ ଅବସରପ୍ରାପ୍ତ ପ୍ରମୁଖ ଆୟକର କମିଶନର ଶରତ ଚନ୍ଦ୍ର ଦାଶ, ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରବନ୍ଧକ ନଟବର ବେହେରା ଉପସ୍ଥିତ ଥିଲେ ।

ସେହିପରି ରାଷ୍ଟ୍ରୀୟ ଶିକ୍ଷା ଅଧିକାର ଅଭିଯାନ ଓଡ଼ିଶା ଶାଖାର ପୂର୍ବତନ ରାଜ୍ୟ ସଂଯୋଜକ ଅଦ୍ୱୈତ ବଳିୟାରସିଂ, ଜୁପିଟର ମହିଳା କଲଜେର ପ୍ରିନ୍ସିପାଲ ମଧୁସ୍ମିତା ସାମନ୍ତରାୟ, ସକାଳର ବୁରୋ ମୁଖ୍ୟ ରଣଜିତ ମହାନ୍ତି, ସହଯୋଗୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ, ସରକ୍ୟୁଲେସନ୍ ଡିଜିଏମ୍ ବିଜୟ କୁମାର ଦାଶ ବିଚାରକ ମଣ୍ଡଳୀ ଭାବରେ ଯୋଗ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର