ଯୁକ୍ତ ୩ ସ୍ପଟ୍‌ ଆଡମିସନ ପାଇଁ ନିୟମାବଳୀ ଜାରି, ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି

The Sakala Picture
Published On

ଭୁବନେଶ୍ବର : ଯୁକ୍ତ ୩ ପ୍ରଥମ ବର୍ଷର ସ୍ପଟ୍‌ ଆଡମିସନ ପାଇଁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି କରିଛି। ଜାରି କରାଯାଇଥିବା ନିୟମାବଳୀ ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୪ ସୁଦ୍ଧା ଆବେଦନ କରିଥିଲେ କିନ୍ତୁ ତାଙ୍କର ଆଡମିସନ କୌଣସି କଲେଜରେ ହୋଇପାରିନାହିଁ। ସେମାନେ ସ୍ପଟ ଆଡ୍‌ମିସନ ପାଇଁ ଆବେଦନ କରିପାରିବେ ।   ସମସ୍ତ ଡିଗ୍ରୀ କଲେଜ ସେମାନଙ୍କ କଲେଜରେ ଆଉ କେତେ ସିଟ୍‌ […]

ଭୁବନେଶ୍ବର : ଯୁକ୍ତ ୩ ପ୍ରଥମ ବର୍ଷର ସ୍ପଟ୍‌ ଆଡମିସନ ପାଇଁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି କରିଛି। ଜାରି କରାଯାଇଥିବା ନିୟମାବଳୀ ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୪ ସୁଦ୍ଧା ଆବେଦନ କରିଥିଲେ କିନ୍ତୁ ତାଙ୍କର ଆଡମିସନ କୌଣସି କଲେଜରେ ହୋଇପାରିନାହିଁ। ସେମାନେ ସ୍ପଟ ଆଡ୍‌ମିସନ ପାଇଁ ଆବେଦନ କରିପାରିବେ ।

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

ସମସ୍ତ ଡିଗ୍ରୀ କଲେଜ ସେମାନଙ୍କ କଲେଜରେ ଆଉ କେତେ ସିଟ୍‌ ଖାଲି ଅଛି ତାହାର ବିଜ୍ଞପ୍ତି ଅକ୍ଟୋବର ୮ ସୁଦ୍ଧା ପ୍ରକାଶ କରିବେ। SAMS ୱେବ୍‌ସାଇଟ୍‌ରେ ମଧ୍ୟ ଖାଲିଥିବା ସିଟ୍‌ର ସୂଚନା ମିଳିବ । ଅକ୍ଟୋବର ୧୭ ସୁଦ୍ଧା ଛାତ୍ରଛାତ୍ରୀ କଲେଜ ଓ ବିଷୟର ସାନି ବିକଳ୍ପ ଦେଇ ଆବେଦନ କରିପାରିବେ। ପ୍ରତ୍ୟେକ ଛାତ୍ରଛାତ୍ରୀ ସର୍ବାଧିକ ୫ଟି ବିକଳ୍ପ ଦେଇପାରିବେ। ଏହାପରେ ଅକ୍ଟୋବର ୨୩ରେ  ଆଡମିସନ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ ପାଇବ। ଅକ୍ଟୋବର ୨୭ ଓ ୨୮ରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ନାମଲେଖା ହେବ।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

01 Oct 2021 By The Sakala

ଯୁକ୍ତ ୩ ସ୍ପଟ୍‌ ଆଡମିସନ ପାଇଁ ନିୟମାବଳୀ ଜାରି, ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି

ଭୁବନେଶ୍ବର : ଯୁକ୍ତ ୩ ପ୍ରଥମ ବର୍ଷର ସ୍ପଟ୍‌ ଆଡମିସନ ପାଇଁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି କରିଛି। ଜାରି କରାଯାଇଥିବା ନିୟମାବଳୀ ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୪ ସୁଦ୍ଧା ଆବେଦନ କରିଥିଲେ କିନ୍ତୁ ତାଙ୍କର ଆଡମିସନ କୌଣସି କଲେଜରେ ହୋଇପାରିନାହିଁ। ସେମାନେ ସ୍ପଟ ଆଡ୍‌ମିସନ ପାଇଁ ଆବେଦନ କରିପାରିବେ ।

ସମସ୍ତ ଡିଗ୍ରୀ କଲେଜ ସେମାନଙ୍କ କଲେଜରେ ଆଉ କେତେ ସିଟ୍‌ ଖାଲି ଅଛି ତାହାର ବିଜ୍ଞପ୍ତି ଅକ୍ଟୋବର ୮ ସୁଦ୍ଧା ପ୍ରକାଶ କରିବେ। SAMS ୱେବ୍‌ସାଇଟ୍‌ରେ ମଧ୍ୟ ଖାଲିଥିବା ସିଟ୍‌ର ସୂଚନା ମିଳିବ । ଅକ୍ଟୋବର ୧୭ ସୁଦ୍ଧା ଛାତ୍ରଛାତ୍ରୀ କଲେଜ ଓ ବିଷୟର ସାନି ବିକଳ୍ପ ଦେଇ ଆବେଦନ କରିପାରିବେ। ପ୍ରତ୍ୟେକ ଛାତ୍ରଛାତ୍ରୀ ସର୍ବାଧିକ ୫ଟି ବିକଳ୍ପ ଦେଇପାରିବେ। ଏହାପରେ ଅକ୍ଟୋବର ୨୩ରେ  ଆଡମିସନ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ ପାଇବ। ଅକ୍ଟୋବର ୨୭ ଓ ୨୮ରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ନାମଲେଖା ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର