ପୁଣି ଜେଲରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ: ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ୍

The Sakala Picture
Published On

ରାୟଗଡ଼ା: ଜେଲରୁ ପୁଣି ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ରାୟଗଡ଼ା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୭୧ ଜଣ କଏଦୀ ଓ ୪ ଜଣ କର୍ମଚାରୀ ଅଛନ୍ତି । ସମସ୍ତେ ଜେଲ ଭିତରେ ଆଇସୋଲେସନରେ ରହିଛନ୍ତି । ଗୁଣୁପୁର ସବ୍-ଜେଲରେ ୧୧୩ ଜଣ କଏଦୀ ଅଛନ୍ତି । ୧୪ କର୍ମଚାରୀଙ୍କ ଭିତରୁ ୪ ପଜିଟିଭ୍ ବାହାରିଛନ୍ତି । ଆଗକୁ କାହାର ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ […]

ରାୟଗଡ଼ା: ଜେଲରୁ ପୁଣି ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ରାୟଗଡ଼ା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୭୧ ଜଣ କଏଦୀ ଓ ୪ ଜଣ କର୍ମଚାରୀ ଅଛନ୍ତି । ସମସ୍ତେ ଜେଲ ଭିତରେ ଆଇସୋଲେସନରେ ରହିଛନ୍ତି । ଗୁଣୁପୁର ସବ୍-ଜେଲରେ ୧୧୩ ଜଣ କଏଦୀ ଅଛନ୍ତି । ୧୪ କର୍ମଚାରୀଙ୍କ ଭିତରୁ ୪ ପଜିଟିଭ୍ ବାହାରିଛନ୍ତି । ଆଗକୁ କାହାର ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ । ଯେଉଁମାନେ ଅଧିକ ଟିକିତ୍ସା ଆବଶ୍ୟକ କରିବେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ  ବୋଲି  ଗୁଣପୁର ଉପଖଣ୍ଡ ଡାକ୍ତର ରମେଶ ସାହୁ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

02 Jun 2021 By The Sakala

ପୁଣି ଜେଲରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ: ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ୍

ରାୟଗଡ଼ା: ଜେଲରୁ ପୁଣି ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ରାୟଗଡ଼ା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୭୧ ଜଣ କଏଦୀ ଓ ୪ ଜଣ କର୍ମଚାରୀ ଅଛନ୍ତି । ସମସ୍ତେ ଜେଲ ଭିତରେ ଆଇସୋଲେସନରେ ରହିଛନ୍ତି । ଗୁଣୁପୁର ସବ୍-ଜେଲରେ ୧୧୩ ଜଣ କଏଦୀ ଅଛନ୍ତି । ୧୪ କର୍ମଚାରୀଙ୍କ ଭିତରୁ ୪ ପଜିଟିଭ୍ ବାହାରିଛନ୍ତି । ଆଗକୁ କାହାର ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ । ଯେଉଁମାନେ ଅଧିକ ଟିକିତ୍ସା ଆବଶ୍ୟକ କରିବେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ  ବୋଲି  ଗୁଣପୁର ଉପଖଣ୍ଡ ଡାକ୍ତର ରମେଶ ସାହୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର