ରାୟଗଡ଼ାରେ ବିଏସଏଫ୍ ଯବାନଙ୍କ ଆତ୍ମହତ୍ଯା

The Sakala Picture
Published On

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ନିକଟ ୬୩ ବାଟାଲିୟନର ଜଣେ ବିଏସ୍ଏଫ୍ ଯବାନ ବୁଧବାର ଦିନ ସୁରକ୍ଷା ପାଇଁ ନିଜ ପାଖରେ ଥିବା ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯବାନ ଜଣକ ହେଉଛନ୍ତି ଦିଲୀପ ମାଇ। ସେ ଚାରି ମାସ ପୂର୍ବରୁ ବିବାହ କରିଥିଲେ।ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡି ନ ଥିବାବେଳେ ପ୍ରାଥମିକ ତଦନ୍ତରୁ ପୁଲିସ ଏହି ଘଟଣା ପଛରେ ପାରିବାରିକ କଳହ ଥିବା ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

28 Apr 2021 By The Sakala

ରାୟଗଡ଼ାରେ ବିଏସଏଫ୍ ଯବାନଙ୍କ ଆତ୍ମହତ୍ଯା

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ନିକଟ ୬୩ ବାଟାଲିୟନର ଜଣେ ବିଏସ୍ଏଫ୍ ଯବାନ ବୁଧବାର ଦିନ ସୁରକ୍ଷା ପାଇଁ ନିଜ ପାଖରେ ଥିବା ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯବାନ ଜଣକ ହେଉଛନ୍ତି ଦିଲୀପ ମାଇ। ସେ ଚାରି ମାସ ପୂର୍ବରୁ ବିବାହ କରିଥିଲେ।ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡି ନ ଥିବାବେଳେ ପ୍ରାଥମିକ ତଦନ୍ତରୁ ପୁଲିସ ଏହି ଘଟଣା ପଛରେ ପାରିବାରିକ କଳହ ଥିବା ସନ୍ଦେହ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର