ଦାଦନ ଫେରନ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

Deviprasad Mohanty Picture
Published On

ରାୟଗଡା: ଦାଦନ ଫେରନ୍ତା ମହିଳାଙ୍କୁ ବଳାତ୍କାର ଅଭିଯୋଗ। ରାୟଗଡା ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି। ପିଡୀତା ମହିଳା ଜଣକ କୋରାପୁଟ ଜିଲ୍ଲା କୁମ୍ଭାରିପୁଟ୍ ଅଞ୍ଚଳର ବୋଲି ଜଣା ପଡ଼ିଛି। ଗତକାଲି ରାତିରେ ରାୟଗଡା ସହରର ରଇତକୋଲନୀ ଅଞ୍ଚଳରେ ବସଷ୍ଟେଣ୍ଡର ସୁଇପର ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦୀପକ ନାଏକ ଥାନାରେ ଅଟକ ରଖିବା ସହ ପୀଡିତାଙ୍କ ଡାକ୍ତରିମାଇନା କରିଛି ପୁଲିସ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର