ଶ୍ରୀନଅରକୁ ବିଜେ ହେଲା ଖଡି ପ୍ରସାଦ
ପୁରୀ: ଦତ୍ତମହାପାତ୍ର ସେବକମାନେ ବୁଧବାର ନିଜ ଘରୁ ଶ୍ରୀମନ୍ଦିରକୁ ଖଡି ପ୍ରସାଦ ବିଜେ କରାଇଥିଲେ। ପତିମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଏହା ଲାଗି ହୋଇଥିଲା। ଗୁରୁବାର ଦତ୍ତମହାପାତ୍ର ଓ ଦଇତାପତି ସେବକ ଶ୍ରୀନଅରକୁ ଖଡିପ୍ରସାଦ ବିଜେ କରାଇଛନ୍ତି। ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଏବଂ ୩ଟି ରୂପା ପିଙ୍ଗଣରେ ଖଡିପ୍ରସାଦ ବିଜେ କରାଯାଇଥିଲା। ଏହାକୁ ଗଜପତିଙ୍କ ଗାଦିରେ ରଖାଯାଇଥିଲା। ଶ୍ରୀନଅରରେ ଖଡିପ୍ରସାଦ ବିଜେ ନୀତି ସମ୍ପନ୍ନ ପରେ ରାଜଗୁରୁଙ୍କ ହସ୍ତରୁ ଶାଢି ନେଇ […]
ପୁରୀ: ଦତ୍ତମହାପାତ୍ର ସେବକମାନେ ବୁଧବାର ନିଜ ଘରୁ ଶ୍ରୀମନ୍ଦିରକୁ ଖଡି ପ୍ରସାଦ ବିଜେ କରାଇଥିଲେ। ପତିମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଏହା ଲାଗି ହୋଇଥିଲା। ଗୁରୁବାର ଦତ୍ତମହାପାତ୍ର ଓ ଦଇତାପତି ସେବକ ଶ୍ରୀନଅରକୁ ଖଡିପ୍ରସାଦ ବିଜେ କରାଇଛନ୍ତି। ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଏବଂ ୩ଟି ରୂପା ପିଙ୍ଗଣରେ ଖଡିପ୍ରସାଦ ବିଜେ କରାଯାଇଥିଲା। ଏହାକୁ ଗଜପତିଙ୍କ ଗାଦିରେ ରଖାଯାଇଥିଲା। ଶ୍ରୀନଅରରେ ଖଡିପ୍ରସାଦ ବିଜେ ନୀତି ସମ୍ପନ୍ନ ପରେ ରାଜଗୁରୁଙ୍କ ହସ୍ତରୁ ଶାଢି ନେଇ ପାଟ୍ଟଶାଣୀ ସେବକ, ତଳୁଛ, ଦେଉଳକଳଣ, ବେହେରା ଖୁଣ୍ଟିଆ, ପତିମହାପାତ୍ର ଓ ତିନିବାଡର ଦଇତାପତିଙ୍କୁ ବାନ୍ଧିଥିଲେ।