ଯୁବକ ବେଶରେ ଆସି ହୀରା ମୁଦି ଲୁଟିଲେ ଯୁବତୀ, ସିସିଟିଭିରେ କଏଦ ହେଲା ଲୁଟର ପୂରା ଦୃଶ୍ଯ

The Sakala Picture
Published On

ପୁରୀ: ଯୁବକ ବେଶରେ ଆସି ଲୁଟିଲେ ଯୁବତୀ । ହାଫ୍ ପ୍ୟାଣ୍ଟ୍‌, ଗଞ୍ଜି ପିନ୍ଧି ବେକରେ ଗାମୁଛା ପକାଇ ଡିକି ଭାଙ୍ଗି ଲୁଟିନେଲା ହୀରା ମୁଦି । ସିସିଟିଭି ଯାଞ୍ଚ ବେଳେ ପ୍ରଥମେ ଯୁବକ ବୋଲି ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପରେ ସେ ଜଣେ ଯୁବତୀ ବୋଲି ଜଣାପଡ଼ିଥିଲା । ତେବେ ଏହି ଘଟଣାର ଅଧିକ ତଦନ୍ତ ପୁରୀ କୁମ୍ଭାରପଡ଼ା ପୁଲିସ କରୁଛି। ସୂଚନା ଅନୁଯାୟୀ, ଶନିବାର ଭୋରରୁ ପୁରୀ ବ଼ଡ଼ଦାଣ୍ଡରେ ଜଣେ ଘରୋଇ ବ୍ୟାଙ୍କ […]

ପୁରୀ: ଯୁବକ ବେଶରେ ଆସି ଲୁଟିଲେ ଯୁବତୀ । ହାଫ୍ ପ୍ୟାଣ୍ଟ୍‌, ଗଞ୍ଜି ପିନ୍ଧି ବେକରେ ଗାମୁଛା ପକାଇ ଡିକି ଭାଙ୍ଗି ଲୁଟିନେଲା ହୀରା ମୁଦି । ସିସିଟିଭି ଯାଞ୍ଚ ବେଳେ ପ୍ରଥମେ ଯୁବକ ବୋଲି ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପରେ ସେ ଜଣେ ଯୁବତୀ ବୋଲି ଜଣାପଡ଼ିଥିଲା । ତେବେ ଏହି ଘଟଣାର ଅଧିକ ତଦନ୍ତ ପୁରୀ କୁମ୍ଭାରପଡ଼ା ପୁଲିସ କରୁଛି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ସୂଚନା ଅନୁଯାୟୀ, ଶନିବାର ଭୋରରୁ ପୁରୀ ବ଼ଡ଼ଦାଣ୍ଡରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଗାଡି ଡିକି ଭାଙ୍ଗି ହୀରା ମୁଦି ଲୁଟ୍ କରିଥିଲେ ଲୁଟେରା । ୧୫ ଦିନିଆ କ୍ୟାମ୍ପ ପାଇଁ ସରିତା ଓ ତାଙ୍କ ୨ ଜଣ ସହକର୍ମୀ ଗତ ୨୨ ତାରିଖରେ ପୁରୀ ଆସିଥିବା ବେଳେ ବଡ଼ଦାଣ୍ଡ ମାର୍କେଟ ଛକ ନିକଟ ଏକ ଲଜ୍‌ରେ ରହିଥିଲେ। ତେବେ ଗତ ଶୁକ୍ରବାର ରାତିରେ ଲଜ୍ ସମ୍ମୁଖରେ ସରିତା ତାଙ୍କ ମୋପେଡ ଗାଡି ପାର୍କିଂ କରି ଲଜକୁ ଯାଇଥିବା ବେଳେ ଗାଡ଼ି ଡିକିରେ ତାଙ୍କ ପର୍ସ ଛାଡ଼ି ଯାଇଥିଲେ । ପର୍ସରେ ହୀରା ମୁଦି ଥିଲା । ତେବେ ଏହି ଚୋରିର ଦୃଶ୍ୟ ଲଜରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

30 May 2022 By The Sakala

ଯୁବକ ବେଶରେ ଆସି ହୀରା ମୁଦି ଲୁଟିଲେ ଯୁବତୀ, ସିସିଟିଭିରେ କଏଦ ହେଲା ଲୁଟର ପୂରା ଦୃଶ୍ଯ

ପୁରୀ: ଯୁବକ ବେଶରେ ଆସି ଲୁଟିଲେ ଯୁବତୀ । ହାଫ୍ ପ୍ୟାଣ୍ଟ୍‌, ଗଞ୍ଜି ପିନ୍ଧି ବେକରେ ଗାମୁଛା ପକାଇ ଡିକି ଭାଙ୍ଗି ଲୁଟିନେଲା ହୀରା ମୁଦି । ସିସିଟିଭି ଯାଞ୍ଚ ବେଳେ ପ୍ରଥମେ ଯୁବକ ବୋଲି ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପରେ ସେ ଜଣେ ଯୁବତୀ ବୋଲି ଜଣାପଡ଼ିଥିଲା । ତେବେ ଏହି ଘଟଣାର ଅଧିକ ତଦନ୍ତ ପୁରୀ କୁମ୍ଭାରପଡ଼ା ପୁଲିସ କରୁଛି।

ସୂଚନା ଅନୁଯାୟୀ, ଶନିବାର ଭୋରରୁ ପୁରୀ ବ଼ଡ଼ଦାଣ୍ଡରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଗାଡି ଡିକି ଭାଙ୍ଗି ହୀରା ମୁଦି ଲୁଟ୍ କରିଥିଲେ ଲୁଟେରା । ୧୫ ଦିନିଆ କ୍ୟାମ୍ପ ପାଇଁ ସରିତା ଓ ତାଙ୍କ ୨ ଜଣ ସହକର୍ମୀ ଗତ ୨୨ ତାରିଖରେ ପୁରୀ ଆସିଥିବା ବେଳେ ବଡ଼ଦାଣ୍ଡ ମାର୍କେଟ ଛକ ନିକଟ ଏକ ଲଜ୍‌ରେ ରହିଥିଲେ। ତେବେ ଗତ ଶୁକ୍ରବାର ରାତିରେ ଲଜ୍ ସମ୍ମୁଖରେ ସରିତା ତାଙ୍କ ମୋପେଡ ଗାଡି ପାର୍କିଂ କରି ଲଜକୁ ଯାଇଥିବା ବେଳେ ଗାଡ଼ି ଡିକିରେ ତାଙ୍କ ପର୍ସ ଛାଡ଼ି ଯାଇଥିଲେ । ପର୍ସରେ ହୀରା ମୁଦି ଥିଲା । ତେବେ ଏହି ଚୋରିର ଦୃଶ୍ୟ ଲଜରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର