ମନୋରଞ୍ଜନ
ଓଡ଼ିଶା
୧୫ ଦିନରେ ପୂରଣ ହେଲା ୨୭ ବର୍ଷର ସମସ୍ୟା, ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଜଣାଇଲେ କୃତଜ୍ଞତା
ବଲାଙ୍ଗୀର: ଲୋଇସିଂହା ତହସିଲ ପାଇଁ ବିଭିନ୍ନ ପଦବୀ ପୂରଣ ହୋଇଛି। ୨୭ ବର୍ଷର ସମସ୍ୟା ୧୫ ଦିନରେ ପୂରଣ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ବଲାଙ୍ଗୀର ଗସ୍ତ ସମୟରେ ୫ଟି ସଚିବଙ୍କୁ ଲୋଇସିଂହା ତହସିଲ ସମସ୍ୟା ନେଇ ଅବଗତ କରିଥିଲା ଜିଲ୍ଲା ରାଜସ୍ୱ ଅମଲା ସଂଘ। ୧୫ ଦିନରେ ସମସ୍ୟାର ସମାଧାନ ହୋଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜସ୍ୱ ଅମଲା ସଂଘ ।

23 Aug 2023
By The Sakala

⊕ https://www.thesakala.in/latest-odisha-news/problem-of-27-years-was-completed-in-15-days/article-24728