ମହୁମାଛି ନେଲା ଜୀବନ, ଆକ୍ରମଣରେ ଗର୍ଭବତୀ ମହିଳା ମୃତ

The Sakala Picture
Published On

ବଣାଇ: ମହୁମାଛି ନେଲା ଜୀବନ । ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଗର୍ଭବତୀ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଧୂକା ମୁଣ୍ଡା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ମୃତ ମହିଳାଙ୍କ ନାମ ସୁମି ମୁଣ୍ଡା। ସେ ସାତ ମାସର ଗର୍ଭବତୀ ଥିଲେ। ମହିଳା ଜଣଙ୍କ ଘର ନିକଟରେ ଥିବା ନାଳକୁ ବାସନ ମାଜିବା ପାଇଁ ଯାଇଥିବା ବେଳେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ମହୁ ମାଛି […]

ବଣାଇ: ମହୁମାଛି ନେଲା ଜୀବନ । ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଗର୍ଭବତୀ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଧୂକା ମୁଣ୍ଡା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ମୃତ ମହିଳାଙ୍କ ନାମ ସୁମି ମୁଣ୍ଡା। ସେ ସାତ ମାସର ଗର୍ଭବତୀ ଥିଲେ। ମହିଳା ଜଣଙ୍କ ଘର ନିକଟରେ ଥିବା ନାଳକୁ ବାସନ ମାଜିବା ପାଇଁ ଯାଇଥିବା ବେଳେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ମହୁ ମାଛି ଆକ୍ରମଣ କରିଥିଲେ। ଗର୍ଭବତୀ ଥିବା କାରଣରୁ ସେ ଦୌଡ଼ି ପାରିନଥିଲେ ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ବଣାଇ ଡାକ୍ତରଖାନାକୁ ଆଣି ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସିମିଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏକ ଅପମୁତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ପ୍ରକୃତି ସଂରକ୍ଷଣ ଦିବସରେ ‘ସକାଳ’ର ସବୁଜ ଅଭିଯାନ: ରାଜ୍ୟର ବିଭିନ୍ନ ସହରରେ ମାଗଣାରେ ଗଛ ଚାରା ବଣ୍ଟନ

06 Sep 2022 By The Sakala

ମହୁମାଛି ନେଲା ଜୀବନ, ଆକ୍ରମଣରେ ଗର୍ଭବତୀ ମହିଳା ମୃତ

ବଣାଇ: ମହୁମାଛି ନେଲା ଜୀବନ । ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଗର୍ଭବତୀ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଧୂକା ମୁଣ୍ଡା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ମୃତ ମହିଳାଙ୍କ ନାମ ସୁମି ମୁଣ୍ଡା। ସେ ସାତ ମାସର ଗର୍ଭବତୀ ଥିଲେ। ମହିଳା ଜଣଙ୍କ ଘର ନିକଟରେ ଥିବା ନାଳକୁ ବାସନ ମାଜିବା ପାଇଁ ଯାଇଥିବା ବେଳେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ମହୁ ମାଛି ଆକ୍ରମଣ କରିଥିଲେ। ଗର୍ଭବତୀ ଥିବା କାରଣରୁ ସେ ଦୌଡ଼ି ପାରିନଥିଲେ ।

ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ବଣାଇ ଡାକ୍ତରଖାନାକୁ ଆଣି ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସିମିଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏକ ଅପମୁତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର