ଏକାବେଳକେ ୩ ଲଘୁଚାପ ସମ୍ଭାବନା...

Deviprasad Mohanty Picture
Published On

ଭୁବନେଶ୍ବର: ଗୋଟିଏ ନୁହେଁ ଲଗାତର ୩ଟି ଲଘୁଚାପ ନେଇ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଜ୍ଞାନୀ ଶରତ ସାହୁ ଏ ନେଇ ଆକଳନ କରିଛନ୍ତି। ଗୋଟିଏ ସୃଷ୍ଟି ହୋଇଛି, ୨୬ ବେଳକୁ ଦ୍ବିତୀୟ, ୨୯ ବେଳକୁ ୩ୟ ଲଘୁଚାପ। ତେବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରେ ବୋଲି ଆଶଙ୍କା କରାଯାଇଛି। ତଥାପି ଦକ୍ଷିଣ ଓଡ଼ିଶା ଜିଲାମାନଙ୍କରେ ଅଧିକ ବର୍ଷା ହୋଇପାରେ। ୨୬/୨୭ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ଅଧିକ ଘନୀଭୂତ ସମ୍ଭାବନା ରହିଛି। ପ୍ରଥମଟିର ବେଶୀ ପ୍ରଭାବ ନ ପଡ଼ିପାରେ, ଦ୍ବିତୀୟର ପ୍ରଭାବ ବେଶୀ ରହିବ। ମାତ୍ର ୩ଟି ଲଘୁଚାପ ନେଇ IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: “ମୁଁ ଠାକୁର...”: କାନପୁର HDFC ବ୍ୟାଙ୍କରେ ମହିଳା କର୍ମଚାରୀଙ୍କ ହାଇଭୋଲ୍ଟେଜ୍ ଡ୍ରାମା, ଗ୍ରାହକଙ୍କୁ ଗାଳିଗୁଲଜ ସହ ଦେଲେ ଧମକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp