ଓଡ଼ିଆ ପୁଅ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ, ପ୍ରଥମ ପାରା ବ୍ୟାଡମିଣ୍ଟନ୍ ଖେଳାଳି ଭାବେ ମିଳିବ ଏହି ସମ୍ମାନ

The Sakala Picture
Published On

ଭୁବନେଶ୍ୱର: ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ । ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦ ଭଗତ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା । ଏବେ ପ୍ରଥମ ପାରା ବ୍ୟାଡମିଣ୍ଟନ ଆଥଲେଟ୍ ଭାବେ ସେ ପଦ୍ମଶ୍ରୀ ସମ୍ମାନ ପାଇବେ । ଏବେ […]

ଭୁବନେଶ୍ୱର: ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ । ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦ ଭଗତ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା । ଏବେ ପ୍ରଥମ ପାରା ବ୍ୟାଡମିଣ୍ଟନ ଆଥଲେଟ୍ ଭାବେ ସେ ପଦ୍ମଶ୍ରୀ ସମ୍ମାନ ପାଇବେ ।

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

ଆହୁରି ପଢ଼ନ୍ତୁ: ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

ଏବେ ପ୍ରମୋଦ ସ୍ପେନରେ ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଜାଣିବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି । ଏହି ସମ୍ମାନ ତାଙ୍କୁ ଆଗକୁ ଆହୁରି ଭଲ ଖେଳିବା ଲାଗି ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି ପ୍ରମୋଦ ଭଗତ । ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିଅନସିପରେ ସେ ଭଲ କରିବେ ବୋଲି ଆଶାବାଦୀ ଅଛନ୍ତି । ଚଳିତ ବର୍ଷ ସେ ପ୍ରାୟ ୧୪ଟି ଟୁର୍ଣ୍ଣାମେଟଣ୍ଟ ଖେଳିବେ । ଯାହାକି ତାଙ୍କ ପାଇଁ କଠିନ ହେବ । ଏବର୍ଷ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିଅନସିପ୍ ଖେଳାଯିବାକୁ ଥିବାବେଳେ ୨୦୨୪ ପାରା ଅଲମ୍ପିକ୍ ଲାଗି ପ୍ରମୋଦ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ

25 Jan 2022 By The Sakala

ଓଡ଼ିଆ ପୁଅ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ, ପ୍ରଥମ ପାରା ବ୍ୟାଡମିଣ୍ଟନ୍ ଖେଳାଳି ଭାବେ ମିଳିବ ଏହି ସମ୍ମାନ

ଭୁବନେଶ୍ୱର: ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ । ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦ ଭଗତ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା । ଏବେ ପ୍ରଥମ ପାରା ବ୍ୟାଡମିଣ୍ଟନ ଆଥଲେଟ୍ ଭାବେ ସେ ପଦ୍ମଶ୍ରୀ ସମ୍ମାନ ପାଇବେ ।

ଏବେ ପ୍ରମୋଦ ସ୍ପେନରେ ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଜାଣିବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି । ଏହି ସମ୍ମାନ ତାଙ୍କୁ ଆଗକୁ ଆହୁରି ଭଲ ଖେଳିବା ଲାଗି ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି ପ୍ରମୋଦ ଭଗତ । ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିଅନସିପରେ ସେ ଭଲ କରିବେ ବୋଲି ଆଶାବାଦୀ ଅଛନ୍ତି । ଚଳିତ ବର୍ଷ ସେ ପ୍ରାୟ ୧୪ଟି ଟୁର୍ଣ୍ଣାମେଟଣ୍ଟ ଖେଳିବେ । ଯାହାକି ତାଙ୍କ ପାଇଁ କଠିନ ହେବ । ଏବର୍ଷ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିଅନସିପ୍ ଖେଳାଯିବାକୁ ଥିବାବେଳେ ୨୦୨୪ ପାରା ଅଲମ୍ପିକ୍ ଲାଗି ପ୍ରମୋଦ ନିଜକୁ ପ୍ରସ୍ତୁତ କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର