୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

The Sakala Picture
Published On

ନୂଆଗଡ଼: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପକ୍ଷରୁ ନୂଆଗଡ଼ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ତିଲିକର ଗ୍ରାମାଞ୍ଚଳରେ ପ୍ରାୟ ୬୬ ଏକର ଜମିରେ ୧ ଲକ୍ଷ ୩୨ ହଜାର ବେଆଇନ ଭାବରେ ଲଗାଯାଇଥିବା ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ଏହି ଚଢ଼ାଉ ସମୟରେ ଆର ଉଦୟଗିରି ତହସିଲଦର ନାରାୟଣ ବେହେରା, ସମ୍ବଲପୁର ଆର୍ ଆଇ ସୁଶାନ୍ତ କୁମାର ଗମାଙ୍ଗ ଉପସ୍ଥିତ ଥିଲେ। ଅବକାରୀ ପୋଲିସ, ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ […]

ନୂଆଗଡ଼: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପକ୍ଷରୁ ନୂଆଗଡ଼ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ତିଲିକର ଗ୍ରାମାଞ୍ଚଳରେ ପ୍ରାୟ ୬୬ ଏକର ଜମିରେ ୧ ଲକ୍ଷ ୩୨ ହଜାର ବେଆଇନ ଭାବରେ ଲଗାଯାଇଥିବା ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ଏହି ଚଢ଼ାଉ ସମୟରେ ଆର ଉଦୟଗିରି ତହସିଲଦର ନାରାୟଣ ବେହେରା, ସମ୍ବଲପୁର ଆର୍ ଆଇ ସୁଶାନ୍ତ କୁମାର ଗମାଙ୍ଗ ଉପସ୍ଥିତ ଥିଲେ। ଅବକାରୀ ପୋଲିସ, ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ ଉଦ୍ୟମରେ ଚଢ଼ାଉ କରି ଗଞ୍ଜେଇ ଗଛକୁ କାଟି ପୋଡ଼ିବା ସହ ଥାନାରେ ୧୫୧/୨୧ ମାମଲା ରୁଜୁ କରିଛନ୍ତି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏଥିରେ ଆର ଉଦୟଗିରି ଆଇଆଇସି ରବିନ୍ଦ୍ର ପଣ୍ଡା,ଏସ ଆଇ ହେମନ୍ତ ସେଠୀ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଫକୀର ମୋହନ କଲେଜରେ ପୁଣି ଜଣେ ଅଧ୍ୟାପକଙ୍କ ନାମରେ ସାଂଘାତିକ ଅଭିଯୋଗ, HOD ପଦରୁ ହେଲେ ବହିଷ୍କାର

27 Nov 2021 By The Sakala

୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ନୂଆଗଡ଼: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପକ୍ଷରୁ ନୂଆଗଡ଼ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ତିଲିକର ଗ୍ରାମାଞ୍ଚଳରେ ପ୍ରାୟ ୬୬ ଏକର ଜମିରେ ୧ ଲକ୍ଷ ୩୨ ହଜାର ବେଆଇନ ଭାବରେ ଲଗାଯାଇଥିବା ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ଏହି ଚଢ଼ାଉ ସମୟରେ ଆର ଉଦୟଗିରି ତହସିଲଦର ନାରାୟଣ ବେହେରା, ସମ୍ବଲପୁର ଆର୍ ଆଇ ସୁଶାନ୍ତ କୁମାର ଗମାଙ୍ଗ ଉପସ୍ଥିତ ଥିଲେ। ଅବକାରୀ ପୋଲିସ, ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ ଉଦ୍ୟମରେ ଚଢ଼ାଉ କରି ଗଞ୍ଜେଇ ଗଛକୁ କାଟି ପୋଡ଼ିବା ସହ ଥାନାରେ ୧୫୧/୨୧ ମାମଲା ରୁଜୁ କରିଛନ୍ତି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏଥିରେ ଆର ଉଦୟଗିରି ଆଇଆଇସି ରବିନ୍ଦ୍ର ପଣ୍ଡା,ଏସ ଆଇ ହେମନ୍ତ ସେଠୀ ସହଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର