ପିପିଲିରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି: ଦଳରେ ସାମିଲ୍ ହେଲେ ଶତାଧିକ କଂଗ୍ରେସ କର୍ମୀ

The Sakala Picture
Published On

ଭୁବନେଶ୍ୱର: ପିପିଲିରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ଆଜି ପିପିଲି ବିଧାନସଭା ମଣ୍ଡଳି ଅନ୍ତର୍ଗତ କଣ୍ଟି ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ନେତାମାନେ ବିଜେଡିରେ ମିଶିଛନ୍ତି । କଂଗ୍ରେସ ନେତା କୃପାସିନ୍ଧୁ ଦାସ ଓ ବିଷ୍ଣୁପ୍ରସାଦ ଦଳେଇ ସେମାନଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଦଳରେ ସାମିଲ୍ ହୋଇଛନ୍ତି […]

ଭୁବନେଶ୍ୱର: ପିପିଲିରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ଆଜି ପିପିଲି ବିଧାନସଭା ମଣ୍ଡଳି ଅନ୍ତର୍ଗତ କଣ୍ଟି ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ନେତାମାନେ ବିଜେଡିରେ ମିଶିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି 'ଛେନାପୋଡ଼ ଦିବସ': ଜାଣନ୍ତୁ ଓଡ଼ିଶାର ଏହି ପ୍ରସିଦ୍ଧ ମିଷ୍ଠାନ୍ନର ଇତିହାସ ଓ ମହତ୍ତ୍ୱ

ଆହୁରି ପଢ଼ନ୍ତୁ: ନବୀନଙ୍କୁ ମାନସ ଓ ସୁଲତାଙ୍କ କୃତଜ୍ଞତା; ନୂଆ ଦାୟିତ୍ୱ ପାଇଁ ଶଙ୍ଖ ଭବନରେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

କଂଗ୍ରେସ ନେତା କୃପାସିନ୍ଧୁ ଦାସ ଓ ବିଷ୍ଣୁପ୍ରସାଦ ଦଳେଇ ସେମାନଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଦଳରେ ସାମିଲ୍ ହୋଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ଉପସ୍ଥିତ ଥିଲେ । ଏହି ମିଶ୍ରଣ ଦଳକୁ ଅଧିକ ସୁଦୃଢ଼ କରିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ରୁଦ୍ର ମହାରଥୀ କହିଛନ୍ତି, ପିପିଲିରେ ଯାହାବି ଉନ୍ନତି ହୋଇଛି ମୁଖ୍ୟମନ୍ତ୍ରୀ ଓ ପ୍ରଦୀପ ମହାରଥୀ କରିଛନ୍ତି । ପିପିଲିବାସୀ ଜାଣିଛନ୍ତି ଦୀର୍ଘଦିନ ହେବ କିଏ ତାଙ୍କ ସୁଖଦୁଃଖରେ ପାଖରେ ଠିଆ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

24 Sep 2021 By The Sakala

ପିପିଲିରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି: ଦଳରେ ସାମିଲ୍ ହେଲେ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର: ପିପିଲିରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ଆଜି ପିପିଲି ବିଧାନସଭା ମଣ୍ଡଳି ଅନ୍ତର୍ଗତ କଣ୍ଟି ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ନେତାମାନେ ବିଜେଡିରେ ମିଶିଛନ୍ତି ।

କଂଗ୍ରେସ ନେତା କୃପାସିନ୍ଧୁ ଦାସ ଓ ବିଷ୍ଣୁପ୍ରସାଦ ଦଳେଇ ସେମାନଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଦଳରେ ସାମିଲ୍ ହୋଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ଉପସ୍ଥିତ ଥିଲେ । ଏହି ମିଶ୍ରଣ ଦଳକୁ ଅଧିକ ସୁଦୃଢ଼ କରିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ରୁଦ୍ର ମହାରଥୀ କହିଛନ୍ତି, ପିପିଲିରେ ଯାହାବି ଉନ୍ନତି ହୋଇଛି ମୁଖ୍ୟମନ୍ତ୍ରୀ ଓ ପ୍ରଦୀପ ମହାରଥୀ କରିଛନ୍ତି । ପିପିଲିବାସୀ ଜାଣିଛନ୍ତି ଦୀର୍ଘଦିନ ହେବ କିଏ ତାଙ୍କ ସୁଖଦୁଃଖରେ ପାଖରେ ଠିଆ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର