୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ ଆରମ୍ଭ

The Sakala Picture
Published On

କଟକ: ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦ ପୂରଣ ହେବ। ଏଥିପାଇଁ ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପଦଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୩ଟି ଜୋନରେ ଉକ୍ତ ପରୀକ୍ଷା ହେବାନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି। ମୋଟ ପଦ ମଧ୍ୟରୁ ଏସଇବିସି ବର୍ଗ ନିମନ୍ତେ ୬୨ ଟି ପଦ ସଂରକ୍ଷିତ ରହିଥିବାବେଳେ […]

କଟକ: ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦ ପୂରଣ ହେବ। ଏଥିପାଇଁ ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପଦଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୩ଟି ଜୋନରେ ଉକ୍ତ ପରୀକ୍ଷା ହେବାନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି। ମୋଟ ପଦ ମଧ୍ୟରୁ ଏସଇବିସି ବର୍ଗ ନିମନ୍ତେ ୬୨ ଟି ପଦ ସଂରକ୍ଷିତ ରହିଥିବାବେଳେ ଅନସୂଚିତ ଜାତି ବର୍ଗରେ ୧୦୯ଟି ପଦ ସଂରକ୍ଷିତ। ସେହିଭଳି ୧୭୮ ଟି ସିଟ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୪୪୭ଟି ପଦବୀ ଅସଂରକ୍ଷିତ ଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୨୬୫ଟି ପଦ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପଦ ନିମେନ୍ତ ଆବେଦନ କରିବାକୁ ଜଣେ ପ୍ରାର୍ଥୀ ଅନ୍ୟୁନ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ | ୫ଶହ ଟଙ୍କା ପରୀକ୍ଷା ଫି’ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀମାନେ ସ୍ନାତକ ପାସ କରିବା ସହ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ । ଲିଖିତ ଏବଂ କମ୍ପ୍ୟୁଟରରେ ଦକ୍ଷତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଉକ୍ତ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଓପିଏସ୍‌ସି ୱେବସାଇଟରେ ଦିଆଯାଇଥିବା ସଚିବ ଅଶୋକ କୁମାର ଦାଶ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

02 Jan 2022 By The Sakala

୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ ଆରମ୍ଭ

କଟକ: ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦ ପୂରଣ ହେବ। ଏଥିପାଇଁ ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପଦଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୩ଟି ଜୋନରେ ଉକ୍ତ ପରୀକ୍ଷା ହେବାନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି। ମୋଟ ପଦ ମଧ୍ୟରୁ ଏସଇବିସି ବର୍ଗ ନିମନ୍ତେ ୬୨ ଟି ପଦ ସଂରକ୍ଷିତ ରହିଥିବାବେଳେ ଅନସୂଚିତ ଜାତି ବର୍ଗରେ ୧୦୯ଟି ପଦ ସଂରକ୍ଷିତ। ସେହିଭଳି ୧୭୮ ଟି ସିଟ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୪୪୭ଟି ପଦବୀ ଅସଂରକ୍ଷିତ ଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୨୬୫ଟି ପଦ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପଦ ନିମେନ୍ତ ଆବେଦନ କରିବାକୁ ଜଣେ ପ୍ରାର୍ଥୀ ଅନ୍ୟୁନ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ | ୫ଶହ ଟଙ୍କା ପରୀକ୍ଷା ଫି’ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀମାନେ ସ୍ନାତକ ପାସ କରିବା ସହ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ । ଲିଖିତ ଏବଂ କମ୍ପ୍ୟୁଟରରେ ଦକ୍ଷତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଉକ୍ତ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଓପିଏସ୍‌ସି ୱେବସାଇଟରେ ଦିଆଯାଇଥିବା ସଚିବ ଅଶୋକ କୁମାର ଦାଶ ସୂଚନା ଦେଇଛନ୍ତି ।

https://www.thesakala.in/latest-odisha-news/opsc-aso-recruitment-2022-for-796-assistant-section-officer-post/article-8064
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର