ଆପାର୍ଟମେଣ୍ଟ କିଣାବିକା ପାଇଁ ଫିଟିଲା ବାଟ, ଆସିଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ...

Deviprasad Mohanty Picture
Published On

ଭୁବନେଶ୍ବର: ଆପାର୍ଟମେଣ୍ଟ କିଣାବିକା ପାଇଁ ଫିଟିଲା ବାଟ। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ରେରା ଆଇନ ଆସିବା ପୂର୍ବରୁ କିଣାବିକା ହୋଇଥିବା ଆପର୍ଟମେଣ୍ଟ ହୋଇପାରିବ ଆଉଥରେ ବିକ୍ରି। ୨୦୧୬ ପୂର୍ବ ଆପର୍ଟମେଣ୍ଟ କିଣାବିକା ପାଇଁ ଅକୁପେନ୍ସି ସାର୍ଟିଫିକେଟ ବାଧ୍ୟତାମୂଳକ ଥିଲା। ଦେବାକୁ ପଡୁଥିଲା ରେରା ସାର୍ଟିଫିକେଟ ଓ ମାଲିକ ସଂଘର ପ୍ରମାଣପତ୍ର। ନୂଆ ନିର୍ଦ୍ଦେଶନାମା ଅନୁସାରେ ଏସବୁ ଦେବାକୁ ପଡିବ ନାହିଁ। କେବଳ ପୁରୁଣା ଦଲିଲ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର