ମନୋରଞ୍ଜନ
ଓଡ଼ିଶା
ମୁଖ୍ୟମନ୍ତ୍ରୀ ବଡବଡ ମହାବାତ୍ୟା ଦେଖିଛନ୍ତି ବିଜେପି ନେତାଙ୍କ ହାୱା କିଛି ଫରକ ପକେଇବନି : କାର୍ତ୍ତିକ ପାଣ୍ଡିଆନ୍
ଭୁବନେଶ୍ବର : ବିରୋଧୀମାନେ ହେଉଛନ୍ତି ‘ନିର୍ବାଚନ ପର୍ଯ୍ୟଟକ’। ନିର୍ବାଚନ ଆସିଲେ ସେମାନେ ଆସନ୍ତି, ମିଠାମିଠା କଥା କହନ୍ତି। ଆଉ ନିର୍ବାଚନ ଶେଷ ହେବାପରେ ଖୋଜିଲେ ବି ସେମାନଙ୍କ ଦେଖା ମିଳେନାହିଁ। ‘ନିର୍ବାଚନ ପର୍ଯ୍ୟଟକ’ କିଏ ଆଉ ଓଡ଼ିଶାବାସୀଙ୍କ ପାଇଁ ୨୪ ଘଣ୍ଟା କାମ କରୁଛି କିଏ ତାହା ଓଡ଼ିଶାବାସୀ ଜାଣନ୍ତି। ରାଜ୍ୟରେ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ ବିଧାନସଭା ଆସନରୁ ବିଜେଡି ୨୪ ଆସନରେ ବିଜୟଲାଭ କରିବା ସହ ଅନ୍ୟ ତିନିଟି ପର୍ଯ୍ୟାୟ ନିର୍ବାଚନରେ […]
ଭୁବନେଶ୍ବର : ବିରୋଧୀମାନେ ହେଉଛନ୍ତି ‘ନିର୍ବାଚନ ପର୍ଯ୍ୟଟକ’। ନିର୍ବାଚନ ଆସିଲେ ସେମାନେ ଆସନ୍ତି, ମିଠାମିଠା କଥା କହନ୍ତି। ଆଉ ନିର୍ବାଚନ ଶେଷ ହେବାପରେ ଖୋଜିଲେ ବି ସେମାନଙ୍କ ଦେଖା ମିଳେନାହିଁ। ‘ନିର୍ବାଚନ ପର୍ଯ୍ୟଟକ’ କିଏ ଆଉ ଓଡ଼ିଶାବାସୀଙ୍କ ପାଇଁ ୨୪ ଘଣ୍ଟା କାମ କରୁଛି କିଏ ତାହା ଓଡ଼ିଶାବାସୀ ଜାଣନ୍ତି। ରାଜ୍ୟରେ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ ବିଧାନସଭା ଆସନରୁ ବିଜେଡି ୨୪ ଆସନରେ ବିଜୟଲାଭ କରିବା ସହ ଅନ୍ୟ ତିନିଟି ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ୍ କରିବ। ଆଉ ରାଜ୍ୟବାସୀଙ୍କ ଆର୍ଶୀବାଦରୁ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।
ଆଜି ଖବର ସରବରାହ ସଂସ୍ଥା ‘ଏଏନ୍ଆଇ’କୁ ଦେଇଥିବା ଏକ ସାକ୍ଷାତକାରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ରାଜ୍ୟରେ ତିନି ଚତୁର୍ଥାଂଶ ବିଧାନସଭା ଆସନ ସହ ବିଜେଡି ସରକାର ଗଢ଼ିବ ଓ ଲୋକସଭାରେ ପୂର୍ବଠାରୁ ବିଜେଡିକୁ ଅଧିକ ଆସନ ମିଳିବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ଓ ୨୮ ବିଧାନସଭା ଆସନ ନିମନ୍ତେ ହୋଇଥିବା ନିର୍ବାଚନରେ ବିଜେଡି ୨୪ ଆସନ ଜିତିବ। ଓଡିଶାରେ କେବଳ ନବୀନ ବାବୁଙ୍କ ପତାକା, ବିଜେଡି ପତାକା ଉଡୁଛି, ଆଉ ଆଗକୁ ଉଡିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ବଡ ବଡ ମହାବାତ୍ୟା ଦେଖିଛନ୍ତି, ଏଣୁ ବିଜେପି ନେତାଙ୍କ ହାୱା କିଛି ଫରକ ପକେଇବନି। ଓଡ଼ିଶାରେ କେବଳ ନବୀନ ବାବୁଙ୍କ ହାୱା ଚାଲେ ଏବଂ ଚାଲିବ ବୋଲି ପାଣ୍ଡିଆନ କହିଛନ୍ତି।
#WATCH | Odisha: 5T Chairman and BJD leader VK Pandian says, "I understand that three CMs from BJP-ruled states are here and also there are many Union Ministers here including the ex-Speaker of Parliament. They are all trying to give booster dose to BJP. They are trying really… pic.twitter.com/9lbLDIeHED
ଆହୁରି ପଢ଼ନ୍ତୁ: ଛେରାପହଁରା ନୀତି ସମ୍ପନ୍ନ ପରେ ଆରମ୍ଭ ହେଲା ରଥଟଣା, ଗଡ଼ିଲା ତାଳଧ୍ୱଜ ରଥ; ଭକ୍ତିଭାବରେ ଉଛୁଳୁଛି ବଡ଼ଦାଣ୍ଡ— ANI (@ANI) May 15, 2024
ସେହିପରି ଓଡ଼ିଶାରେ ନିର୍ବାନଚ ପ୍ରଚାର ପାଇଁ ପର୍ଯ୍ୟଟକ ଭଳି ଆସିଥିବା ବିଜେପି ନେତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ। କହିଛନ୍ତି କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ୫-୧୦ ବର୍ଷରେ ଥରେ ଟୁରିଷ୍ଟ ହୋଇ ଆସନ୍ତି ଆଉ ସେମାନେ ରାଜ୍ୟ ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଚେଷ୍ଟା କରୁଛନ୍ତି । ପ୍ରଥମ ଡୋଜ୍, ୨ୟ ଡୋଜ୍ ଏବଂ ୩ୟ ଡୋଜ୍ ଦେବାକୁ ଜୋରଦାର ପ୍ରୟାସ କରୁଛନ୍ତି। କିନ୍ତୁ ସେମାନଙ୍କ ଡୋଜ କିଛି କାମ କରିବନି ମୁଁ ନିଶ୍ଚିତ ନବୀନ ବାବୁ ବିପୁଳ ବହୁମତରେ ଜିତୁଛନ୍ତି ଏବଂ ଜୁନ ୯ରେ ଶପଥ ନେଉଛନ୍ତି ବୋଲି ପାଣ୍ଡିଆନ ଦମ୍ଭର ସହ କହିଛନ୍ତି।

— ANI (@ANI) May 15, 2024